କଟକ ପୌର ନିଗମରେ ହଟଚମଟ: ସାରାରାତି କଂଗ୍ରେସ-ବିଜେପି କର୍ପୋରେଟର ଓ ବିଧାୟକ ମୋକିମ୍ଙ୍କ ଧାରଣା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : କଟକ ପୌର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସାରା ରାତି କଂଗ୍ରେସ ଓ ବିଜେପି କର୍ପୋରେଟରମାନେ ଧାରଣା ଦେଇ ବସି ରହିଥିବା ବେଳେ ତାଙ୍କ ସହ ସାମିଲ ହୋଇଛନ୍ତି ବାରବାଟୀ-କଟକର ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍, ବିଜେପି ନଗର […]









