୬ ବର୍ଷ ପରେ ପରେ ଜଲୱା ଦେଖାଇବେ ଗୀତା ବସ୍ରା,ଏହି ଫିଲ୍ମରେ କରିବେ କମ୍ବ୍ୟାକ୍
ମୁମ୍ଵାଇ ୧୮।୦୮: ‘ଦ ଟ୍ରେନ୍’ ଅଭିନେତ୍ରୀ ଗୀତା ବସ୍ରା । ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ନିର୍ମାତା ଶବବୀର ବକ୍ସୱାଲାଙ୍କ ଦ୍ୱାରା ଏକ ଚଳଚ୍ଚିତ୍ର ସ୍ୱାକ୍ଷର ହୋଇଛି। ସେ ସେହି ନିର୍ମାତା, ଯିଏ କି କରଣ ଜୋହରଙ୍କ ସହ ମିଶି ସୁପରଡୁପର ହିଟ୍ ଫିଲ୍ମ ‘ଶେରଶାହା’ କରିଥିଲେ। ଗୀତା ତାଙ୍କର ଧମାକାଦାର କମ୍ବ୍ୟାକ୍ ପାଇଁ ପୂରାପୁରି ପ୍ରସ୍ତୁତ । […]