ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ହତ୍ୟା ଧମକ : ‘ଯାହା କରିଛ ପରିଣାମ ଭୋଗିବ’
ନୂଆଦିଲ୍ଲୀ, ୧୯|୦୮: ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ଧମକ । ସୋସିଆଲ ମିଡିଆ ଜରିଆରେ ଆଇଆରଏସ ଅଧିକାରୀ ତଥା ଏନସିବି ଅଧିକାରୀ ସମୀରଙ୍କୁ ହତ୍ୟା ଦମକ ଦିଆଯାଇଛି । ସମୀର ମୁମ୍ବାଇ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ, ଅଗଷ୍ଟ ୧୪ରେ ତାଙ୍କୁ ଟ୍ୱିଟରରେ ଧମକ ଦିଆଯାଇଥିଲା । ଯେଉଁ ୟୁଜର ହତ୍ୟା ଧମକ ଦେଇଥିଲେ ସେ ସେହିଦିନ ହିଁ ଆକାଉଣ୍ଟ ଖୋଲିଥିଲେ । ହତ୍ୟା […]