ଟେଲି ପରଦାକୁ ପୁଣି କମ୍ବ୍ୟାକ୍ କରୁଛନ୍ତି କପିଲ୍, ନୂଆ ଲୁକ୍ରେ ଅଭିନେତାଙ୍କୁ ଚିହ୍ନିବା ମୁଶକିଲ୍
ନୂଆଦିଲ୍ଳୀ ୨୨।୦୮: କପିଲ ଶର୍ମା ତାଙ୍କ ଶୋ’ର ପରବର୍ତ୍ତୀ ସିଜିନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ଲାଇଭ୍ ଶୋ’ ପାଇଁ ସେ ଟିଭିରୁ ବ୍ରେକ୍ ନେଇଥିଲେ। ସେ ଏବଂ ତାଙ୍କ ଟିମ୍ ଏଥିପାଇଁ ଆମେରିକା ଏବଂ କାନାଡାରେ ଶୋ’ କରିଥିଲେ। ଏବେ ଅଷ୍ଟ୍ରେଲିଆରେ ମଧ୍ୟ ପରଫମାନ୍ସ ବାକି ଅଛି। ଏହି ସମୟରେ, ‘କପିଲ ଶର୍ମା ଶୋ’ ଟିଭିରେ ବନ୍ଦ ହେବା ପରଠାରୁ ପ୍ରଶଂସକମାନେ ଏହାର ପରବର୍ତ୍ତୀ ସିଜିନ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏନେଇ କପିଲ ନିଜର […]