ଷ୍ଟାଡିୟମରେ ଖେଳୁଆଡ ମନୋଭାବ ଦେଖାଇଲେ ଦୀପକ ଚହର, ଜିମ୍ବାଓ୍ୱେ ବ୍ୟାଟରଙ୍କୁ କଲେନି ଆଉଟ୍
ନୂଆଦିଲ୍ଲୀ, ୨୩|୦୮: ଭାରତ ତୃତୀୟ ଦିନିକିଆରେ ଜିମ୍ବାଓ୍ୱେକୁ ୧୩ ରନରେ ମାତ୍ ଦେଇଛି । ଏହି ବିଜୟ ସହ କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ୩-୦ରେ ସିରିଜ୍ ହାତେଇଛି । ଏହି ଦିନିକିଆ ମୁକାବିଲାରେ ଦ୍ରୁତ ବୋଲର ଦୀପକ ଚହର ଖେଳୁଆଡ ମନୋବୃତ୍ତି ଦେଖାଇଥିଲେ । ଫଳରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି । କଣ ଘଟଣା ଜିମ୍ବାଓ୍ୱେ ପାଇଁ ଇନିଂସ ଓପନ କରିଥିଲେ ଟି କୈଟାନୀ ଓ ଇନୋସଟ୍ କାୟା । ଯେତେବେଳେ ଦୀପକ ତୃତୀୟ […]