ବିଗ୍ ବିଙ୍କ ମୁହଁରେ ଓଡ଼ିଆ ଫିଲ୍ମ ପ୍ରଶଂସା, ଟ୍ୱିଟରରେ ଅଭିନେତ୍ରୀ ଓ ଟିମ୍କୁ ଦେଲେ ଶୁଭେଚ୍ଛା
ମୁମ୍ୱାଇ ୨୩/୦୮: ଅମିତାଭଙ୍କ ଟ୍ବିଟରେ ଓଡ଼ିଆ ଫିଲ୍ମର କଥା। ବଲିଉଡ଼ ସେହେନ୍ ଶାହ ଅମିତାଭ ବଚନ ଟ୍ୱିଟ କରି ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ତୁ ମୋର ଓକେ ଟିମ୍ ଏବଂ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚନ। ବଡ଼ କଥା ହେଉଛି ଅମିତାଭ ଏମିତି ଏକ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ […]