କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ୧୪/୦୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷପରେ ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତି ହେବ । ଏଥିପାଇଁ ଅପରାହ୍ଣରେ ଠାକୁର ଦର୍ଶନ କଟକଣା ରହିବ । ବନକଲାଗି ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, […]

ଅପରାଧ ରାଜ୍ୟ

ମୁଣ୍ଡାସାହି ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଅନୁଗୁଳ ୧୪/୦୯: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ମୁଣ୍ଡାସାହି ଛକ ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗର ଜବତ। ଚୋରା କାରବାରରେ ଲିପ୍ତ ଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ସୂଚନାନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ନାଲକୋ ଥାନା ଅଞ୍ଚଳର ଝିଲି ସାହୁ । ସେ ଦୀର୍ଘଦିନ ହେଲା ବ୍ରାଉନସୁଗର ବେପାର ଚଳାଇଥିଲେ । ଏମିତିକି ତାଙ୍କ ପରିବାରର କିଛି ସଦସ୍ୟ ବ୍ରାଉନସୁଗର କାରବାରରେ ବନ୍ଧା ହୋଇଛନ୍ତି […]

ଅପରାଧ ରାଜ୍ୟ

ପିଲାଛୁଆ ହେଲାନି ବୋଲି ମାରିଦେଲେ ! ଶାଶୁ ଘର ନାଁରେ ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର

ଭଦ୍ରକ ୧୪।୦୯: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ବିବାହର ଦୁଇ ବର୍ଷ ପରେ ପିଲା ପିଲି ନହେବାରୁ ବଧୂ ହତ୍ୟା ଅଭିଯୋଗ । ଝିଅ ପରିବାର ପକ୍ଷରୁ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି । ଖବର ଅନୁଯାୟୀ, ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ଗାଁର ସୁଜାତା ୨୦୨୦ ମସିହା ଜୁନ ମାସ ୨୯ ତାରିଖରେ […]

ଅପରାଧ ରାଜ୍ୟ

ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଆନ୍ଦୋଳନ

ନୂଆପଡା ୧୪।୦୯: ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ । ଥାନାରେ ମାମଲା ରୁଜୁ । କ୍ଷତିପୂରଣ ଦାବିରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରଲୋକେ । ଘଟଣାସ୍ଥଳରେ ନୂଆପଡ଼ା ଏସ୍‌ଡିପିଓ ସହ ନୂଆପଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା କୋମନା ବ୍ଲକରୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଜାତୀୟ ରାଜପଥ ୩୫୩ ଚରବୋଡ଼ କେନ୍ଦୁଲିପ୍‌ […]

ଅପରାଧ ରାଜ୍ୟ

ହାଇକୋର୍ଟ ଗଲା ଶିକ୍ଷକ ନିଯୁକ୍ତି ମାମଲା, ସବୁ କିଛି ଠିକ୍ ଥିବା ଟ୍ବିଟ୍ କଲେ ଜିଲ୍ଲାପାଳ

ଜୟପୁର ୧୪।୦୯ : କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ଆଶ୍ରୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିର ଅନିୟମିତତା ପ୍ରସଙ୍ଗ । ହାଇକୋର୍ଟର ଦ୍ୱାରସ୍ଥ ହେଲେ ନିଯୁକ୍ତିର ବଞ୍ଚିତ ହୋଇଥିବା ପ୍ରାର୍ଥୀ । ଖବର ଅନୁଯାୟୀ, ଖାଲି ପଡିଥିବା ୪୬ଟି ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏଥିରେ ସ୍ଥାନୀୟ ଜିଲ୍ଲାର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏହି ନିୟମକୁ ଉଲଂଘନ କରି ନିଯୁକ୍ତି ତାଲିକା ଜିଲ୍ଲା ମଙ୍ଗଳ ବିଭାଗ […]

ଅପରାଧ ରାଜ୍ୟ

ବସ୍ତା ବିଧାୟକଙ୍କୁ ହତ୍ୟା ଧମକ, ତିନିଜଣଙ୍କୁ ଅଟକ ରଖିଛି ଯାଜପୁର ପୋଲିସ

ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଧାୟକ । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା ମଧ୍ୟରେ ଏକ ମୋବାଇଲ୍‌ ନମ୍ବରରୁ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଫୋନ୍‌ କରି ହତ୍ୟା ଧମକ ଦେଇଥିଲେ । ସୁପାରୀ କିଲର ସହିତ ୩ଜଣ ଏକ […]

ଅପରାଧ ରାଜ୍ୟ

ନାରାୟଣ ବସ୍ତିରେ ଚନ୍ଦୁ ହତ୍ୟାକାଣ୍ଡ ମାମଲା, ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଗିରଫ

ଭୁବନେଶ୍ବର ୧୪।୦୯ : ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ୍‌ ଚନ୍ଦୁ ହତ୍ୟାକାଣ୍ଡ ମାମଲା । ଗିରଫ ହେଲେ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା । ଦୁଇ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ହତ୍ୟାକାଣ୍ଡ ପରେ ବାହାର ଜିଲ୍ଲାରେ ଯାଇ ଲୁଚିଥିଲେ ରଞ୍ଜୁ ଓ ସହଯୋଗୀ । ଖବର ଅନୁଯାୟୀ, ଗତ ୯ ତାରିଖ ରାତିରେ ଚନ୍ଦୁ ଓ ତାର ୨ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ […]

ଅପରାଧ ରାଜ୍ୟ

ମଙ୍ଗୁଳି ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ

ଚୌଦ୍ୱାର ୧୪/୦୯: କଟକ ମଙ୍ଗୁଳି ଛକ ୧୬ନଂ ଜାତୀୟ ରାଜପଥ ରଶ୍ମି ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତକ ଯୁବକକୁ ଟାଙ୍ଗୀ ପୋଲିସ ଉଦ୍ଧାର କରି କଟକ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଆହତ ଦୁଇ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ବିଳମ୍ବିତ ରାତି ପ୍ରାୟ ୧:୩୦ ରେ ଚୌଦ୍ଵାର […]

ଅପରାଧ ରାଜ୍ୟ

ବାଇକ ଓ ଟ୍ରକ୍ ଦୁର୍ଘଟଣା : ବାଇକ୍‌ ଆରୋହୀ ମୃତ, ଜଣେ ଗୁରୁତର

ସମ୍ବଲପୁର ୧୪।୦୯: ସମ୍ବଲପୁର ଧମା ଥାନା ଛଛାନପାଲି ନିକଟରେ ବାଇକ ଓ ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଲକ୍ଷ୍ମୀ ନାରାୟଣ ପଧାନ ଓ ଆହତ ଜଣକ ହେଲେ ଅକ୍ଷୟ ବରାଳ । ଦୁର୍ଘଟଣା ପରେ ଟ୍ରକ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଦୁଇ ଜଣ ବାଇକ ଆରୋହୀ […]

ଅପରାଧ ରାଜ୍ୟ

ବେଆଇନ୍‌ କୋଇଲା କାରବାର ଅଭିଯୋଗ; ୩ ଗିରଫ

ଚଣ୍ଡିଖୋଲ ୧୩/୦୯: ୫୩ ନଂ ଜାତୀୟ ରାଜପଥ ପାରିପଲେଇ ପାଖରେ ଥିବା ଏକ ହୋଟେଲରେ ଚାଲିଥିବା ଚୋରା କୋଇଲା, ଡିଜେଲ ଓ ରଡ଼ କାରବାରରେ ପୋଲିସ ଚଢ଼ଉ କରିଛିI କୌଣସି ସୂତ୍ରରୁ ଖବର ପାଇ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସ୍କାର୍ଡ ଓ ବାଲିଚନ୍ଦ୍ରପୁର ଥାନା ମିଳିତ ଚଢ଼ଉ କରି ୫୦ ଟନ କୋଇଲା, ୧୦ ଟନ ରଡ଼ ଓ ୧୬୦୦ ଲିଟର ଡିଜେଲ ସହ ୨ ଟି ଟ୍ରକ ଜବତ କରିଛି। ଏହି ଅଭିଯୋଗରେ […]