ଦୁଇ ମହଲା ଛାତରୁ ଡେଇଁ ପଡିଲେ ଫାୟାର ମ୍ୟାନ, ଆତ୍ମହତ୍ୟା କାରଣ ଅସ୍ପଷ୍ଟ
ଢେଙ୍କାନାଳ ୧୩/୦୯: ଦୁଇ ମହଲା ଛାତରୁ ଡେଇଁ ପଡିଲେ ଫାୟାର ମ୍ୟାନ । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଦମକଳ କେନ୍ଦ୍ରରେ ଘଟିଛି ଏପରି ଅଭାନୀୟ ଘଟଣା । ମୃତକ ହେଲେ ଗଁନ୍ଦିଆ ଦମକଳ କେନ୍ଦ୍ରର ଫାୟାର ମ୍ୟାନ ଜୟନ୍ତ ଧରୁଆ । ଜୟନ୍ତଙ୍କ ଘର ବଲାଂଗିରି ଜିଲ୍ଲା ଲରମ୍ଭା ଗ୍ରାମରେ । ସେ ବଲାଙ୍ଗୀର ପଟଣାଗଡ଼ର […]