ହାତୀ ମୃତ୍ୟୁ ଘଟଣା: ବନ୍ଧା ହେଲେ ଚାଷୀଙ୍କ ସହ ପାଞ୍ଚ ସହଯୋଗୀ
ରାଉରକେଲା: ଗତ ୯ ତାରିଖ ହାତୀ ମୃତ୍ୟୁ ଘଟଣାରେ ରାଉରକେଲା ବନ ବିଭାଗ ଜଣେ ଚାଷୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ମରଣାସ୍ତ୍ର ଜବତ ହୋଇଛି। ଉକ୍ତ ହାତୀଟି ବାରମ୍ବାର କ୍ଷେତକୁ ପଶି ଫସଲ ନଷ୍ଟ କରୁଥଲା । ଗତ ନଅ ତାରିଖ ରାତିରେ ହାତୀ ଫସଲ ଖାଉଥିଲା ବେଳେ ଗିରଫ ଚାଷୀ ଓ ତାର ଅନ୍ୟ ପାଞ୍ଚ ସହଯୋଗୀ ତାକୁ ତୀର ଓ ବର୍ଚ୍ଛାରେ ଆକ୍ରମଣ କରିଥିଲେ। ଗୁରୁତର ହାତୀଟି ସେଠାରୁ […]