୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ବରଗଡ଼ ୨୧।୦୯ : ଥମୁନି ଧଳାଜହର କାରବାର୍ । ବରଗଡ଼ରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକା ଖୋଲତାଡ଼ କରୁଛି ପୋଲିସ । ଖବର ଅନୁଯାୟୀ, ବରଗଡ଼ ଟାଉନ୍ ଥାନା ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ପୋଲିସ ମହାନ୍ତିପଡ଼ା ଅଞ୍ଚଳର ରାଜୁ ତାଣ୍ଡି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । […]