ଭିଜିଲାନ୍ସ ସ୍କାନରରେ ଅତିରିକ୍ତ ତହସିଲଦାର, ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ
ସୁନ୍ଦରଗଡ଼ ୨୧।୦୯ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ଏହି ରେଡ୍ରେ ବିଭିନ୍ନ ଟିମ୍ ସାମିଲ ଅଛନ୍ତି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରେଡ୍ ଚାଲିଛି । ଏକାସାଙ୍ଗେ ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ କରୁଛି […]