ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ରାସ୍ତାକଡ଼ରେ ପ୍ରସବ କଲେ ମହିଳା
କୋରାପୁଟ ୨୨।୦୯ : ଗାଁକୁ ନାହିଁ ପକ୍କା ରାସ୍ତା। ଆମ୍ଵୁଲାନ୍ସ ପହଞ୍ଚିବାରେ ବିଳମ୍ଵ ହେବାରୁ ରାସ୍ତା କଡ଼ରେ ପ୍ରସବ କଲେ ମହିଳା। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତ ଅଧିନସ୍ଥ ତୁନଖାଲ ଗାଁରୁ ଆସିଛି ଏମିତି ଏକ ଘଟଣା । ଖବର ଅନୁଯାୟୀ, ତୁନଖାଲ ଗାଁର ବସବାସ କରୁଥିବା କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ ସ୍ଵାତୀ ମୁଦୁଲିଙ୍କୁ ବିଳମ୍ୱିତ ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସକୁ ଫୋନ୍ କରିଥିଲେ। ଏହାପରେ ଆମ୍ଵୁଲାନ୍ସ ତୁନଖାଲ […]