ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୫।୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୩ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୩୧୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା […]

ଅପରାଧ ରାଜ୍ୟ

ସପ୍ତମ ଶ୍ରେଣୀର ଛାତ୍ରୀ ଚାରି ମାସର ଗର୍ଭବତୀ, ଜଣେ ଛାତ୍ର ଅଟକ

ବାଲିଗୁଡ଼ା ୨୫।୦୯: ଆବାସିକ ବିଦ୍ୟାଳୟ ଛାତ୍ରୀ ଗର୍ଭବତୀ । ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପାରୁ ଗାଁରେ ଥିବା ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟରୁ ଆସିଛି ଏପରି ଘଟଣା । ବେଲଘର ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୋଲିସ ଛାତ୍ରୀଙ୍କୁ ପଚରାଉଚୁରା କରିବାପରେ, ସେ ଜଣେ ଛାତ୍ରଙ୍କ ନାମ ପ୍ରକାଶ କରିଥିଲେ। ପରେ ବେଲଘର ପୋଲିସ ସନ୍ଦିଗ୍ଧ ଛାତ୍ରଙ୍କୁ ଅଟକ ରଖିଛି। ତେବେ ଏନେଇ ପୋଲିସ ପାଖରେ କୌଣସି ପ୍ରକାରର ଠୋସ୍ […]

ଅପରାଧ ରାଜ୍ୟ

କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ ୨୫।୦୯ : ପୋଲିସକୁ ପୁଣି ସଫଳତା । କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ମାଫିଆ ଫେରାର ହୋଇଯାଇଛନ୍ତି। ବାହାର ରାଜ୍ୟରୁ ଆସୁଛନ୍ତି ଗଞ୍ଜେଇ ମାଫିଆ । କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସ ରାତିରେ ପାଟ୍ରୋଲିଂ କରିବା ସମୟରେ ଏକ ନମ୍ବର ବିହୀନ କାର୍ ପଞ୍ଚର ହୋଇ ବାଡ଼ପଡା ଗାଁ ନିକଟ ମୁଖ୍ୟ ରାସ୍ତାରେ ରହିଥିବା ଦେଖିବାକୁ ପାଇଥିଲା । ପୋଲିସ ସନ୍ଦେହ କରି କାର ନିକଟରେ ଦୀର୍ଘ ସମୟ ଅପେକ୍ଷା କରିଥିଲା […]

ଅପରାଧ ରାଜ୍ୟ

ଦୁଇ ଦିନ ଧରି ନିଖୋଜ ପରେ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ବଲାଙ୍ଗୀର ୨୫।୦୯ : ବଲାଙ୍ଗୀର ସହରରେ ପୁଣି ହତ୍ୟା l ବଲାଙ୍ଗୀର ବିଜାଖାମନ ଠାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଦୁଇ ଦିନ ତଳେ ଯୁବତୀ ଜଣଙ୍କ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ରବିବାର ଦିନ ବଲାଙ୍ଗୀର ବିଜାଖାମନ ଠାରେ ଯୁବତୀଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସୈଫ୍‌ଙ୍କ ‘ବିକ୍ରମ ବେଧା’ର ପ୍ରମୋସନ କଲେ ରଣବୀର, ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କୁ ହାତ ଯୋଡି କଲେ ଅନୁରୋଧ

ମୁମ୍ଵାଇ ୨୪।୦୯: ବକ୍ସ ଅଫିସରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ପ୍ରାଧାନ୍ୟ ବିସ୍ତାର କରୁଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଖୁବ୍‌ ଭଲ କଲେକସନ କରୁଛି । ଜାତୀୟ ସିନେମା ଦିବସ ଅବସରରେ ଚଳଚ୍ଚିତ୍ରର ଟିକେଟ୍ ୭୫ ଟଙ୍କାକୁ ହ୍ରାସ କରାଯାଇଥିଲା। ଯାହା ପରେ ବ୍ରହ୍ମାସ୍ତ୍ରର ରୋଜଗାର ବହୁତ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ସମସ୍ତ ଶୋ’ ହାଉସଫୁଲ୍ ହୋଇଥିଲା। ରଣବୀର ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ସହ ମୁମ୍ବାଇର ଏକ […]

ଦେଶ ବିଦେଶ ମନୋରଞ୍ଜନ

ବି-ଟାଉନ୍‌ରେ ଡେବ୍ୟୁ କରିବେ ଶନାୟା କପୁର, ‘ବେଧଡ଼କ୍‌’ରେ ଆସିବେ ନଜର

ମୁମ୍ଵାଇ ୨୪।୦୯: ଶଶାଙ୍କ ଖୈତାନଙ୍କ ‘ବେଧଡ଼କ୍‌’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଗୁରଫତେ ପୀର୍‌ଜାଦା ଓ ଲକ୍ଷ୍ୟ ଲାଲୱାନି । ଆସନ୍ତା ବର୍ଷ କ୍ୟାରିଅର୍‌ର ପ୍ରଥମ ଫିଲ୍ମ ‘ବେଧଡ଼କ୍‌’ର ସୁଟିଂ ଆରମ୍ଭ କରିବେ ଶନାୟା। ଏ ନେଇ ଖୁବ୍‌ ଉତ୍ସାହିତ ଓ ନର୍ଭସ୍‌ ଅଛନ୍ତି ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି । ନିଜ ପିଲାଦିନର ସ୍ୱପ୍ନକୁ […]

ଦେଶ ବିଦେଶ ମନୋରଞ୍ଜନ

ଧମାଲ କଲା ଚିରଞ୍ଜୀବୀ-ସଲମାନଙ୍କ ‘ଥାର ମାର’, ୟୁଟ୍ୟୁବରେ ହେଲା ଟ୍ରେଣ୍ଡ

ମୁମ୍ଵାଇ ୨୪।୦୯: ମେଗାଷ୍ଟାର ଚିରଞ୍ଜୀବୀ ଏବଂ ସଲମାନଙ୍କ ଫିଲ୍ମ ଗଡ ଫାଦରର ପ୍ରଥମ ଗୀତ ‘ଥାର ମାର’ ରିଲିଜ୍‌ ହୋଇଛ। ଯାହା ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୧ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ମାସ ଡ୍ୟାନ୍ସ ନମ୍ବର ଯେଉଁଥିରେ ଚିରଞ୍ଜୀବୀ ଏବଂ ସଲମାନ ଖାନ ସେମାନଙ୍କର ଅନନ୍ୟ ଶୈଳୀ ଏବଂ କ୍ଲାସିକ୍‌ ଷ୍ଟେପ୍‌ ସହିତ ଡ୍ୟାନ୍ସ ଫ୍ଲୋରରେ ଧମାଲ୍‌ କରିଛନ୍ତି। ଏହା ବର୍ତ୍ତମାନ ୟୁଟ୍ୟୁବରେ ଟ୍ରେଣ୍ଡ ହେଉଛି । ‘ଗଡଫାଦର’, ଏବେକା ସମୟର ସବୁଠାରୁ ବଡ ଆକ୍ସନ୍ ଫିଲ୍ମ […]

ଦେଶ ବିଦେଶ ମନୋରଞ୍ଜନ

ଜାତୀୟ ଫିଲ୍ମ ଦିବସରେ ଇତିହାସ ରଚିଲା ‘ବ୍ରହ୍ମାସ୍ତ୍ର’ ! ଏତିକି କୋଟି କଲା କଲେକସନ୍‌

ମୁମ୍ଵାଇ ୨୪।୦୯: ୨୩ ସେପ୍ଟେମ୍ବର ଦିନ ଜାତୀୟ ସିନେମା ଦିବସ ପାଳନ କରାଯାଇଥିଲା। ଯେଉଁ କାରଣରୁ ମଲ୍ଟିପ୍ଲେକ୍ସରେ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ମାତ୍ର ୭୫ ଟଙ୍କା ରଖାଯାଇଥିଲା । ଏଭଳି ପରିସ୍ଥିତିରେ ରଣବୀର କପୁର, ଆଲିଆ ଭଟ୍ଟ, ଶାହରୁଖ ଖାନ, ମୌନି ରୟ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ଅଭିନେତା ବ୍ରହ୍ମାସ୍ତ୍ର ତୃତୀୟ ଶୁକ୍ରବାର ଦିନ ପୁଣି ଥରେ ଧମାଲ କରିଛି। ଏହା ବର୍ତ୍ତମାନ ବହୁ ଆୟ କରିଛି। ଚଳଚ୍ଚିତ୍ର କଲେକସନ୍‌ରେ ଇତିହାସ ସୃଷ୍ଟି କରିଛି ବୋଲି […]

ଦେଶ ବିଦେଶ ମନୋରଞ୍ଜନ

ବେବି ସାୱରର ମଜା ଉଠାଇଲେ ବିପାଶା, ପିଙ୍କ୍ ଗାଉନ୍‌ରେ ଆସିଲେ ନଜର

ମୁମ୍ଵାଇ ୨୪।୦୯: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ତାଙ୍କର ପ୍ରଥମ ଗର୍ଭଧାରଣ ପର୍ଯ୍ୟାୟକୁ ବହୁତ ଉପଭୋଗ କରୁଛନ୍ତି। ନିକଟରେ ବିପାଶା ବସୁ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ବେବି ସାୱାର କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବିପାଶା ବସୁ ତାଙ୍କ ବେବି ସାୱାର ସମାରୋହରେ ସୁନ୍ଦର ଦେଖାଯାଉଥିଲେ ଏବଂ ତାଙ୍କ ଫଟୋ ଦେଖିବା ପରେ […]

ଅପରାଧ ରାଜ୍ୟ

ରାଜ୍ୟରେ ଅବକାରୀ ଥାନାର ବିକଳ ଚିତ୍ର: ସରକାରଙ୍କ ଭଣ୍ଡାର ଭରୁଛନ୍ତି, ନିଜ ପାଇଁ ଖଣ୍ଡେ ଗାଡ଼ି ନାହିଁ

ଭୁବନେଶ୍ବର : ରାଜ୍ୟରେ ଏବେ ୧୯୨ଟି ଅବକାରୀ ଥାନା। ରାଜ୍ୟ ସରକାର ଆଉ ୯ଟି ଅବକାରୀ ଥାନା ପ୍ରତିଷ୍ଠା ପାଇଁ ଦୁଇ ଦିନ ତଳେ ମଞ୍ଜୁରି ଦେଇଛନ୍ତି। ଅବକାରୀ ଥାନା ସଂଖ୍ୟା ବଢ଼ି ୨୦୧ରେ ହେବ। କିନ୍ତୁ ଅବକାରୀ ବିଭାଗର ଯେଉଁ ବିକଳ ଚିତ୍ର ତାହା ଜଣେ ଗ୍ରାଉଣ୍ଡ ଜିରୋକୁ ନ ଗଲେ ବିଶ୍ବାସ କରିପାରିବ ନାହିଁ। ଥାନା ପାଖରେ ଖଣ୍ଡେ ଗାଡ଼ି (ଜିପ୍ ବା ଭ୍ୟାନ୍) ନାହିଁ; ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନୁହେଁ; ଅଫିସ୍ କାମ […]