୩ଟି ଗୋରୁ ବୋଝେଇ କଣ୍ଟେନର୍ ଜବତ; ଉଦ୍ଧାର ହେଲେ ୩୦୦ ଗୋରୁ, ୧୨ଟି ଗାଡ଼ି ଫେରାର୍
ଜଳେଶ୍ୱର ୨୪/୦୯: ଓଡିଶାରୁ ପଶ୍ଚିମବଙ୍ଗକୁ କଣ୍ଟେନରରେ ଗୋରୁ ଚାଲାଣ ବେଳେ ପଶ୍ଚିମବଙ୍ଗ ପୋଲିସ ପଶ୍ଚିମବଙ୍ଗକୁ ପ୍ରବେଶ ଅନୁମତି ନଦେବାରୁ ଓଡିଶା ଫେରିବା ବେଳେ ୩ କଣ୍ଟେନରକୁ ଜଳେଶ୍ୱର ପୋଲିସ ଜବତ କରିଛି। ଜବତ ୩ଟି କଣ୍ଟେନରରୁ ୩୦୦ରୁ ଅଧିକ ଗୋରୁମାନଙ୍କୁ ଉଦ୍ଧାର କରାଯାଇଚଛି। ସୂଚନାଥାଉକି, ୬୦ନମ୍ୱର ଜାତୀୟ ରାଜପଥ ଦେଇ ସବୁବେଳେ ଶହଶହ ଗୋରୁଗାଡ଼ି ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହାକୁ ରୋକ ଲଗାଇବା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ୱାରା ଶେରଗଡ଼ ଏବଂ […]