ଦେଶ ବିଦେଶ ମନୋରଞ୍ଜନ

ଆସନ୍ତାକାଲି ବକ୍ସଅଫିସ୍‌ରେ ଟକ୍କର ଦେବ ‘PS1’-‘ବିକ୍ରମ ବେଧା’, ଉଭୟ ଫିଲ୍ମ ଦେଖିବାକୁ ଅନୁରୋଧ କଲେ ନିର୍ମାତା

ମୁମ୍ଵାଇ ୨୯।୦୯: ଆସନ୍ତାକାଲି ବିକ୍ରମ ବେଧା-ପୋନିୟିନ୍ ସେଲଭାନ୍ ବକ୍ସ ଅଫିସ୍ ଟକ୍କର ଦେବାକୁ ଯାଉଛି। ଏହି ଦିନ ଦୁଇଟି ବଡ ଚଳଚ୍ଚିତ୍ର ଏକାଠି ପ୍ରେକ୍ଷାଳୟରେ ଧମାଲ କରିବ। ଏଥିପାଇଁ ପ୍ରଶଂସକମାନେ ଉତ୍ସାହିତ ସହ ସେମାନଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଅଛି । କେଉଁ ଫିଲ୍ମ କାହା ଉପରେ ଭାରୀ ପଡିବ ତାହା କେବଳ ସମୟ କହିବ। କ୍ଲାସିକ୍ ତାମିଲ୍ ଉପନ୍ୟାସ ପୋନିୟିନ୍ ସେଲଭାନ୍ ମଣି ରତ୍ନମଙ୍କ ଡ୍ରିମ୍‌ ପ୍ରୋଜେକ୍ଟ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ […]

ଦେଶ ବିଦେଶ ମନୋରଞ୍ଜନ

OTTରେ ଡେବ୍ୟୁ କରିବେ ଅନନ୍ୟା ପାଣ୍ଡେ, ଏହି ୱେବ୍‌ ସିରିଜ୍‌ରେ ଆସିବେ ନଜର

ମୁମ୍ବାଇ ୨୯।୦୯: ନିକଟରେ ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ଲାଇଗର୍‌’ରେ ନଜର ଆସିଥିଲେ ଅନନ୍ୟା ପାଣ୍ଡେ । ଏବେ ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମ୍‌ ଗର୍ଲ-୨’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଭଲ ପ୍ରୋଜେକ୍ଟର ଅଭାବ ନାହିଁ । ଏବେ ଆଉ ଏକ ପ୍ରୋଜେକ୍ଟରେ ସେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି । ଖୁବ୍‌ଶୀଘ୍ର ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ‘କଲ୍‌ ମି ବେ’ରେ ସେ ନଜର ଆସିବେ । ଏଥିରେ ସେ ଜଣେ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରଭାସଙ୍କ ଫିଲ୍ମରେ ସଞ୍ଜୁ ବାବାଙ୍କୁ ମିଳିଲା ଭିଲେନ୍‌ ରୋଲ ! ଫ୍ୟାନ୍ସ ଉତ୍ସାହିତ

ମୁମ୍ଵାଇ ୨୯।୦୯: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ । ପଜିଟିଭ୍‌ ଭୂମିକା ଛାଡି ଏବେ ନେଗେଟିଭି୍‌ ରୋଲ୍‌ ପାଇଁ ବେଶ୍‌ ଚର୍ଚ୍ଚିତ। ହ୍ରିତିକ ଏବଂ ପ୍ରିୟଙ୍କାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅଗ୍ନିପଥ’ରେ କାଞ୍ଚା ଚେନା ଭାବରେ ପରଦାରେ ଆସିଥିଲେ। ସେତେବେଳେ ସେ ଦର୍ଶକଙ୍କ ହୃଦସ୍ପନ୍ଦନ ବଢାଇ ଦେଇଥିଲେ। ନକାରାତ୍ମକ ଭୂମିକାରେ ସଞ୍ଜୟ ଦତ୍ତ ବହୁତ ବିପଜ୍ଜନକ ଦେଖାଯାଉଥିଲେ। ଏହା ପରେ ପ୍ରଶଂସକମାନେ ତାଙ୍କୁ ସୁପରଷ୍ଟାର ୟଶଙ୍କ ଫିଲ୍ମ KGF-2 ରେ ଏକ ପୁଣି ଭିଲେନ୍‌ ଭୂମିକା ଗ୍ରହଣ […]

ଦେଶ ବିଦେଶ ମନୋରଞ୍ଜନ

କାନାଡାରେ ’PS1’ ରିଲିଜ୍‌କୁ ନେଇ ମିଳିଲା ଧମକ, କହିଲେ-ସ୍କ୍ରିନିଂ କଲେ ଆକ୍ରମଣ ହେବ

ମୁମ୍ଵାଇ ୨୯।୦୯: ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ ସେଲଭାନ ବିଷୟରେ ଅନେକ ଗୁଜବ ରହିଛି। ଫିଲ୍ମଟି ଆସନ୍ତା କାଲି ଅର୍ଥାତ୍‌ ୩୦ ସେପ୍ଟେମ୍ବରରେ ରିଲିଜ ହେବ। ବର୍ତ୍ତମାନ ରିଲିଜ୍ ପୂର୍ବରୁ କାନାଡାରୁ ଏକ ଖରାପ୍‌ ଖବର ଆସୁଛି । ସେଠାରେ ଥିଏଟର ମାଲିକମାନେ ଫିଲ୍ମ ସ୍କ୍ରିନ ନକରିବାକୁ ଧମକ ଦେଇଛନ୍ତି। ଯଦି ସେ ରିଲିଜ୍‌ କରିବେ ତାହାଲେ ସ୍କ୍ରିନ୍‌ ଛିଣ୍ଡାଇ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କୁ କ୍ଷତି ପହଞ୍ଚାଇବାର ଆଶଙ୍କା ମଧ୍ୟ ଦେଇଛନ୍ତି। PS1 ଚଳଚ୍ଚିତ୍ର ସହିତ […]

ଦେଶ ବିଦେଶ ମନୋରଞ୍ଜନ

ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ

ମୁମ୍ବାଇ୨୯।୦୯ : ଟିଭି କ୍ଵିନ୍‌ ତଥା ଫିଲ୍ମ ନିର୍ମାତା ଏକତା କପୁରଙ୍କ ସମସ୍ୟା ବଢିବାର ଲାଗିଛି। ବିହାର କୋର୍ଟ ଉଭୟ ଏକତା ଏବଂ ତାଙ୍କ ମାଆ ଶୋଭାଙ୍କ ବିରୋଧରେ ଗିରଫ ମାମଲା ଜାରି କରିଛି। ୱେବ୍‌ ସିରିଜ୍ ‘ଟ୍ରିପଲ୍ ଏକ୍ସ’ ସଂପର୍କରେ କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଯେଉଁଥିରେ ଦେଶର ସୈନିକଙ୍କ ପତ୍ନୀ ଆପତ୍ତିଜନକ ଫଟୋ ଦେଖାଯାଇଛି । ଏହି ୱେବ୍‌ ସିରିଜକୁ ସେନା ପ୍ରତି ଅପମାନ ବୋଲି ବିଚାର କରି ଗତ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭଦ୍ରକ ୨୯।୦୯ : ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଟାଲିଛି ଚଢାଉ । ଖବର ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ବାସଭବନରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଗୋଟିଏ ଠିକା ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଣି ନିଜ ସମ୍ପର୍କୀୟଙ୍କୁ ଦେଉଥିବା ବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର […]

ଅପରାଧ ରାଜ୍ୟ

ରାତିରେ ଘରେ ପଶି ଚୋରି ସହ ଗୋଦାମରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ସାନଖେମୁଣ୍ଡି ୨୯।୦୯ : ରାତିରେ ଘରେ ପଶି ଚୋରି କରିବା ସହ ଗୋଦାମ ଘରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ଖବର ଅନୁଯାୟୀ, ପାଟପୁର ଥାନା ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁର ମନୋଜ ମିଶ୍ର ଘରେ ନଥିବା ବେଳେ ପରିବାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୯।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୧ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୩୮୮୭କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୨୯।୦୯ : IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ । IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଭୁବନେଶ୍ବର ରୁପାଲି ଛକନିକଟରେ ଥିବା IDCO ଅଫିସ, ଭୁବନେଶ୍ବର କୋରଡକଣ୍ଟାସ୍ଥିତ ତିନି ମହଲା ଘର, ଭୁବନେଶ୍ବର ଝାରପଡା ନୀଳାଦ୍ରିନଗରସ୍ଥିତ ଘର, ଉତ୍ତରା ଛକସ୍ଥିତ […]

ଅପରାଧ ରାଜ୍ୟ

ଗ୍ୟାରେଜ୍‌ରେ ପଶି ଜାଳିଦେଲେ ୬ଟି ବାଇକ୍‌ ଓ ୨ଟି କାର୍‌, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ଧର୍ମଗଡ଼ ୨୮।୦୯ : କଳାହାଣ୍ଡି ଜିଲ୍ଲା ଭବନୀପାଟଣା ଇରିଗେସନ କଲୋନୀ ୧୭ ନମ୍ବରରେ ଲେନ୍‌ ଅଭାବନୀୟ ଘଟଣା । ଗ୍ୟାରେଜ୍‌ରେ ପଶି ଦୁର୍ବୃତ୍ତ ପୋଡିଦେଲେ ୬ଟି ବାଇକ୍‌ ଓ ଦୁଇଟି କାର୍‌ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ଇରିଗେସନ କଲୋନୀ ୧୭ନମ୍ବର ଲେନରେ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରୋଧନ ପାଣ୍ଡେଙ୍କ ଗ୍ୟାରେଜରେ ଥିବା ଗାଡି ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ବାଇକ୍ ପୋଡ଼ିବା ଶବ୍ଦ ଶୁଣି […]