ଯୁକ୍ତ ୩ ବାଣିଜ୍ୟ ପ୍ରଶ୍ନପତ୍ର ଲିକ୍ ଘଟଣା, ରଣପୁର କଲେଜରେ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ହେବ
ରଣପୁର,୩୦/୦୯: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର କଲେଜରେ ଗୁରୁବାର ଯୁକ୍ତ ୩ ବାଣିଜ୍ୟ ବିଭାଗ ଦ୍ୱିତୀୟ ବର୍ଷ ୪ର୍ଥ ସେମିଷ୍ଟାର ପରୀକ୍ଷା ଚାଲିଥିବା ବେଳେ ଏକ ବିଷୟର ପ୍ରଶ୍ନପତ୍ର ଲିକ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଲିକ୍ ହୋଇଥିବା ବିଷୟରେ ଶୁକ୍ରବାର ପରୀକ୍ଷା ହେବାକୁ ଥିବା ବେଳେ ଏହି ପରୀକ୍ଷା ହେବ କି ନାହିଁ ସେ ନେଇ ଅଚଳାବସ୍ଥା ଦେଖାଦେଇଛି । ନୂଆ ପ୍ରଶ୍ନପତ୍ରକୁ ନେଇ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ ବୋଲି […]