ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମପାଯିବ ସ୍କୁଲ ପିଲାଙ୍କ ଦକ୍ଷତା

ଭୁବନେଶ୍ବର : ସ୍କୁଲ ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବ। କିଏ କେତେ ପାଠ ପଢ଼ିଛନ୍ତି? କେତେ ମନେ ରଖିଛନ୍ତି? କାହାର ଜ୍ଞାନ କେତେ? ଗଣିତ ଓ ବିଜ୍ଞାନରେ ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି ନା ନାହିଁ? କରୋନା ପରବର୍ତୀ ସମୟରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଆରମ୍ଭ ହୋଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍‌ଆରପି) ମାଧ୍ୟମରେ ପିଲାମାନେ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିଛନ୍ତି କି? ଯଦି ନ ଫେରିଛନ୍ତି ତେବେ କେଉଁଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଛି? […]

ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ : ପ୍ରଶାସନିକ ସ୍ତରରେ ପ୍ରସ୍ତୁତି, ଷ୍ଟ୍ରଙ୍ଗ ରୁମ୍‌ରେ ପହଞ୍ଚିଲା ଇଭିଏମ୍‌

ପଦ୍ମପୁର ୧୫।୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପଦ୍ମପୁର ଆରଏମସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ l ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ରଖାଯାଇଛି lଡିସେମ୍ବର ୫ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣ ଅଫିସର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ସିଲ୍ କରାଯାଇଛି ଇଭିଏମ୍ l ସେପଟେ ଉପନିର୍ବାଚନ […]

ଅପରାଧ ରାଜ୍ୟ

ଗ୍ରୀଲ୍ ତାଡି ଲୁଟିନେଲେ ୩୦ ଲକ୍ଷ ଟଙ୍କାର ମୋବାଇଲ୍, ନେଇଗଲେ ସିସିଟିଭ୍ ଓ ହାର୍ଡଡିସ୍କ

ସାନଖେମୁଣ୍ଡି ୧୫/୧୧: ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଚୋରି । ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବଜାରରୁ ଏହି ଚୋରି ହୋଇଛି । ଦୋକାନ ପଛପଟୁ ୩ଟି ଗ୍ରୀଲ୍ ତାଡି ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟିଲେ ଦୁର୍ବୃତ୍ତ । ଏହାସହ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ମଧ୍ୟ ସାଥିରେ ନେଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା ଜରଡା ଥାନା […]

ଅପରାଧ ରାଜ୍ୟ

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଗାଁ ଘର ଜଳିଗଲା

ଗରଦପୁର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପାଟକୁରାର ପୈତୃକ ଗ୍ରାମ ତଳକୁସୁମାଠାରେ ଥିବା ୪ ବଖରା ଚାଳ ଛପର ଘର ନିଆଁ ଲାଗି ଜଳି ଯାଇଛି। ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ଏହି ଅଗ୍ନିକାଣ୍ତ ଘଟିଥିଲା। ଗରଦପୁର ଓ କୋରୁଆର ଅଗ୍ନୀଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ବି ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘର ଭିତରେ ଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଧବାର ପ୍ରଥମାଷ୍ଟମୀ: ପୋଢ଼ୁଆଁ ହେବେ ବଡ଼ ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଭାର

ନିଆଳି୧୫/୧୧: ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ । ଅର୍ଥାତ୍ ପ୍ରଥମାଷ୍ଟମୀ । ପୋଢ଼ୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଗଲା ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର । ମାମୁଁଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଏହି ପୋଢୁଆଁ ଭାର ଯାଇଛି । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି । ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଭୁବନେଶ୍ବରରେ ପାଳନ ହେବ ଜନଜାତି ଗୌରବ ଦିବସ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି କ୍ରମରେ ମଙ୍ଗଳବାର ଭୁବନେଶ୍ବରସ୍ଥିତ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବ ଆୟୋଜନ କରାଯିବ। ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ଏହାଛଡ଼ା ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ସଂସ୍କୃତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫୁଲବାଣୀ ସମେତ କନ୍ଧମାଳରେ ଶୀତ ଲହରୀ, ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲାଗି ଅସ୍ତବ୍ୟସ୍ତ ଜନ ଜୀବନ

କନ୍ଧମାଳ ୧୫/୧୧: ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରମ୍ ହେଲାନି, ପିଏସି ବୈଠକ ବାତିଲ୍

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଏକ ଗୁରୁତ୍ବପୂର୍ଣ୍ଣ କମିଟି ହେଉଛି ପବ୍ଲିକ୍ ଆକାଉଣ୍ଟ୍‌ସ୍‌ କମିଟି(ପିଏସି)। କିନ୍ତୁ କୋରମ୍ ଅଭାବରୁ ଏହି କମିଟିର ବୈଠକ ହୋଇପାରୁନି। ଏମିତି ଏକ ଅଭାବନୀୟ ଘଟଣା ସୋମବାରଦିନ ଦେଖିବାକୁ ମିଳିଛି। କମିଟିର ସଦସ୍ୟ ଥିବା ୮ ଜଣ ଶାସକ ଦଳର ସଭ୍ୟଙ୍କ ମଧ୍ୟରୁ କେହି ନ ଆସିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ପିଏସି ଅଧ୍ୟକ୍ଷ ମୋହନ ଚରଣ ମାଝୀ ଭୀଷଣ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀ ମାଝୀ ପିଏସିର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଦୋଳନକାରୀଙ୍କୁ ବାର୍‌ ଆସୋସିଏସନର ନୋଟିସ୍, ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ…

କଟକ ୧୫।୧୧ : ଆନ୍ଦୋଳନ ଚଳାଇଥିବା ୫ ବାର୍ ଆସୋସିଏସନ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଷ୍ଟେଟ ବାର କାଉନସିଲ୍ ର ନିର୍ଦ୍ଦେଶ। ନଚେତ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ କୁହାଯାଇଛି । ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଷ୍ଟେଟ ବାର କାଉନସିଲ୍ ଏହି ନିର୍ଦ୍ଦେଶ ଦେଇଛି। ଖବର ଅନୁଯାୟୀ, ସମ୍ବଲପୁର, ବଡମ୍ବା, ଟାଙ୍ଗି, ତାଳଚେର , ପାଲଲହଡା ବାର୍ ଆସୋସିଏସନକୁ ନୋଟିସ୍ ଦିଆଯାଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋଜା ପିନ୍ଧି ମହାପ୍ରସାଦ ସେବନ: ଗଜପତିଙ୍କ ବିରୋଧରେ ଥାନାରେ ଅଭିଯୋଗ

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ରାଜଭବନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୋଜା ପିନ୍ଧି ମହାପ୍ରସାଦ ସେବନ କରିଥିବା ନେଇ ସୋମବାର ସନ୍ଧ୍ୟାରେ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଗ୍ରହଣ କରିବା ସହିତ ଏହାର ତଦନ୍ତ କରାଯିବ ବୋଲି ସମୁଦ୍ରକୂଳ ଥାନା ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗ କମିଟିର କାର୍ଯ୍ୟକାରୀ ସଦସ୍ୟ ସେବାୟତ ହରଚଣ୍ଡୀ ସାହିର ଦାମୋଦର ମହାସୁଆର […]