ସଧବା ଭଳି ମୋର କରିବ ସତ୍କାର: ସୁଇସାଇଡାଲ ନୋଟ୍ରେ ଏମିତ ଲେଖି ଜୀବନ ହାରିଦେଲେ ଯୁବତୀ
ବ୍ରହ୍ମପୁର ୧୫/୧୧: ବ୍ରହ୍ମପୁର ବଡ ବଜାର ଥାନା ଓମ୍ ନଗର ଅଞ୍ଚଳରେ ଚାଞ୍ଚଲ୍ୟ । ଜୀବନ ହାରିଛନ୍ତି ଜଣେ ଯୁବତୀ । ଗତକାଲି ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି । ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଝୁଲନ୍ତା ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ […]









