ସ୍ୱଦେଶ ଛାଡି ପଳାଉଛି ଧନୀପତି କୁବେର, ଋଷିଆ ଓ ଚୀନ ପରେ ଏବେ ଭାରତର ପାଳି, ଜାଣନ୍ତୁ ଏପରି ଲୋକେ ଯାଉଛନ୍ତି କୁଆଡେ?
ନୂଆଦିଲ୍ଲୀ ୩୦।୧୧: ଭାରତ ସମେତ ଏବେ ସାରା ବିଶ୍ୱରେ ଧନୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପଟେ ବହୁ ସଂଖ୍ୟାରେ ଧନୀକ ସେମାନଙ୍କ ନିଜ ଦେଶ ଛାଡି ବିଦେଶ ପଳାଉଛନ୍ତି। ହେନଲେ ଏଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟ ଅନୁଯାୟୀ ୨୦୨୨ ମସିହାର ଏପର୍ଯ୍ୟନ୍ତ ବିଶ୍ୱରେ ପ୍ରାୟ ୮୮ ହଜାର ହାଇ ନେଟୱର୍ଥ ଲୋକେ ନିଜ ଦେଶ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି। ଏହି ହିସାବରେ ୨୦୧୪ରୁ ଏପର୍ଯ୍ୟନ୍ତ କେବଳ ଭାରତରୁ ୨୩ ହଜାର ଧନପତି କୁବେର ସ୍ୱଦେଶ […]









