ମଶା ଉପଦ୍ରବ, ରାଜଧାନୀ କଲବଲ: ନଗର ଉନ୍ନୟନ ବିଭାଗର ନିଦ ଭାଙ୍ଗିବ କେବେ?
ଭୁବନେଶ୍ବର : ହକି ବିଶ୍ବକପ୍ର ସଫଳ ଆୟୋଜନ ପାଇଁ ସରକାର ଲାଗି ପଡ଼ିଛନ୍ତି। ସହରକୁ ସୁନ୍ଦର କରିବା ସହ ମନୋରଞ୍ଜନ ପାଇଁ ମଧ୍ୟ ନିଆରା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ମଶା ଯେଉଁ ପରିମାଣରେ ଉତ୍ପାତ କରୁଛନ୍ତି ସେଥିରେ ସରକାର ବଦନାମ ହେବା ଥୟ ହୋଇଛି। ଏହି ବଦନାମର କଳା ସରକାରଙ୍କ ମୁହଁରେ ବୋଳିବ ଗୃ୍ହ ଓ ନଗର ଉନ୍ନୟନ ବିଭାଗ। ବିଭାଗ ହିଁ ସବୁ ନାଟର ଗୋବର୍ଦ୍ଧନ। […]









