ଦେବୋତ୍ତର କମିସନର ପୂର୍ବତନ ସଚିବଙ୍କ ପରଲୋକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ଓଡ଼ିଶା ଦେବୋତ୍ତର କମିସନରଙ୍କ ଅବସରପ୍ରାପ୍ତ ସଚିବ ଜାମିନୀକାନ୍ତ ସ୍ବାଇଁଙ୍କର ୮୪ ବର୍ଷ ବୟସରେ ତାଙ୍କ ସାମନ୍ତରାପୁର ବାସଭବନରେ ପରଲୋକ ହୋଇଯାଇଛି। ନିଜ ଗ୍ରାମ ସାଲେପୁର ବ୍ଲକ ନିକଟସ୍ଥ ବାରବୋଡ଼ିଆ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ନିତ୍ୟପ୍ରକାଶ […]









