ବାଂଲାଦେଶ ସୀମାରୁ ୧୩ ମତ୍ସ୍ୟଜୀବୀ ଉଦ୍ଧାର: ଜାହାଜର ସର୍ଭେ କାର୍ଯ୍ୟରେ ଯିବାବେଳେ ଯୋଗାଯୋଗ ବିଚ୍ଛିନ୍ନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଗତସିଂହପୁର: ୪ଦିନ ହେଲା ପତ୍ତା ମିଳୁନଥିବା ୧୩ଜଣ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ସୀମା ନିକଟରୁ ଉଦ୍ଧାର କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ବିମାନ ସାହାଯ୍ୟରେ ଗଭୀର ସମୁଦ୍ରରେ ଖୋଜାଖୋଜି କରିବା ପରେ ସେମାନଙ୍କୁ ଠାବ କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ମତ୍ସ୍ୟଜୀବୀ ଏବେ […]









