ପାହାଡ଼ କାଟି ମନ୍ଦିରକୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୀଳଗିରି: ନୀଳଗିରି ବ୍ଲକ୍ ବାବନ୍ଧ ଗ୍ରାମ ନିକଟ ବ୍ରାହ୍ମଣୀ ପାହାଡ଼ ପାଦଦେଶରେ ମା’ ବ୍ରାହ୍ମଣୀ ଦେବୀ ଏବଂ ବାବା ପାହାଡ଼େଶ୍ୱର ପୂଜା ପାଉଛନ୍ତି। ପ୍ରକୃତି ଠାକୁର ଭାବେ ମା’ ଓ ବାବାଙ୍କୁ ପୂଜା କରାଯାଏ। ଏଠାରେ ପ୍ରତିବର୍ଷ ଜାନୁଆରି ମାସ ୨୦ […]









