ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, ବାପାର ବେକ କାଟିଦେଲା ପୁଅ

ଫୁଲବାଣୀ ୦୩/୦୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡା ପଂଚାୟତର ଗଡଡି ଗ୍ରାମରେ ବୁଧବାର ଦିନ ଅଭାବନୀୟ ଘଟଣା ଘଟିଛି । ପୁଅର ମରଣାନ୍ତକ ଆକ୍ରମଣରେ ବାପା ଗୁରୁତର ଆହତ ହୋଇ ପଡିଛନ୍ତି । ଗୁରୁତର ଅବସ୍ଥାରେ ବାପା ପାଲିନା ବିନ୍ଧାଣିଙ୍କୁ ପ୍ରଥମେ ପରିବାର ଲୋକେ ଫିରିଙ୍ଗିଆ ଡାକ୍ତରଖାନାରେ ଚିକିତ୍ସା ପାଈଁ ଭର୍ତ୍ତି କରିଥିଲେ । ତେଵେ ପାଲିନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ […]

ଅପରାଧ ରାଜ୍ୟ

୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ନାବାଳକ ସମେତ ୩ ଗିରଫ

ଭଦ୍ରକ ୩।୮: ବ୍ରାଉନସୁଗାର ଚାଲାଣରେ ଲିପ୍ତ ହେଉଛନ୍ତି ନାବାଳକ । ଗାଡି ଚେକିଂ ସମୟରେ ପୋଲିସ ପଞ୍ଝାରେ ପଡିଛନ୍ତି ବ୍ରାଉନସୁଗାର ବେପାରୀ । ୧୦୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହେବା ସହ ୩ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନାଯୋଗ୍ୟ ଯେ, ୩ ଜଣ ବାଇକ୍ ଆରୋହୀ ବିନା ହେଲମେଟ୍‌ରେ ବାଲେଶ୍ବର ଆଡୁ ଭଦ୍ରକକୁ ଆସୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ […]

ଅପରାଧ ରାଜ୍ୟ

ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା, ଜୁଲାଇ ମାସରେ ନେଇଗଲେ ୧ କୋଟି ୩୮ ଲକ୍ଷ

ଭୁବନେଶ୍ବର ୦୩।୦୮ : ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା । ଜୁଲାଇ ମାସରେ ନେଇଗଲେ ମୋଟ ୧ କୋଟି ୩୮ ଲକ୍ଷ ଟଙ୍କା । କିନ୍ତୁ ରିଫଣ୍ଡ ହୋଇଛି ମାତ୍ର ୧୧ ଲକ୍ଷ ୩୯ ହଜାର ଟଙ୍କା । ବାକି ବ୍ଲକ ହୋଇଛି ୧୯ ଲକ୍ଷ ୯୮ ହଜାର ଟଙ୍କା । ତେବେ ସାଇବର ଲୁଟ୍‌ରେ ଯାଉଛି କୋଟି କୋଟିରେ, କିନ୍ତୁ ଫେରୁଛି ମାତ୍ର ସମୁଦ୍ରକୁ ଶଙ୍ଖେ । ଚଳିତ ମାସରେ ସମୁଦାୟ ୩୬୮ଟି ଠକେଇ କଲ […]

ଅପରାଧ ରାଜ୍ୟ

କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ

ବୋରିଗୁମ୍ମା ୩।୮: କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୨୬ ଉପରେ ଶବ ରଖି ପରିବାର ଲୋକଙ୍କ ସହ ସମ୍ପର୍କୀୟ ରାସ୍ତାରୋକ ରିଛନ୍ତି । ଫଳରେ ରାସ୍ତାରେ ଶହ ଶହ ଗାଡି ମଟର ଅଟକି ରହିଛି । ମଙ୍ଗଳବାର ସନ୍ଧ୍ୟାରେ କାର୍ ଧକ୍କାରେ ବାଇକ୍ ଚାଳକ କୃଷ୍ଣ ଅମାନତ୍ୟଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୋଳାରେ ବୁହା ହେଲା ଗର୍ଭବତୀ, ରାସ୍ତା ନାହିଁ

କନ୍ଧମାଳ- କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ର ଟେଟେରା ଗାଁ ମୁଖ୍ୟ ରାସ୍ତା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ରହି ଏଭଳି ଅନେକ ଗ୍ରାମ କୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ସରକାରଙ୍କ ମାଳ ମାଳ ଯୋଜନା ଥିଲେ ମଧ୍ୟ କନ୍ଧମାଳ ଜିଲ୍ଲା ର ଅନେକ ଗ୍ରାମ ଅପହଞ୍ଚ ହୋଇରହିଛି । କୈଣସି ଜରୁରୀ କାମ ପାଇଁ ଗ୍ରାମ ବାସୀ ବାହାରକୁ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ […]

ଅପରାଧ ରାଜ୍ୟ

ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦଗଡ଼ ଏକ ଆମ୍ବଗଛ ରୁ ଜଣେ ବିଭାହିତ ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।ମୃତ ମହିଳା ଜଣଙ୍କ ବନ୍ଦଗଡ଼ ଗାଁ ର ଦିନେଶ ଦେହୁରୀ ଙ୍କ ସ୍ତ୍ରୀ ସରିତା ଦଳବେହେରା ବୋଲି ଜଣା ପଡ଼ିଛି । ସରିତା ଙ୍କ ବାପଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଯାର୍ଗୀଭଟା ଗାଁ ର ହୋଇଥିବା ବେଳେ ପାଞ୍ଚ ମାସ ତଳେ ଵାହାଘର ହୋଇଥିଲା । […]

ଅପରାଧ ରାଜ୍ୟ

ନାତୁଣୀ ପାଇଁ କିଣିଥିଲେ ଥଣ୍ଡା ପାନୀୟ, ପିଇବା ବେଳକୁ ବାହାରିଲା ପୋକ

ବାଲିପାଟଣା ୦୨।୦୮: ଥଣ୍ଡା ପାନୀୟ ପ୍ୟାକରେ ପୋକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ସୋମବାର ସଂଧ୍ୟାରେ ନରଦାର ମୀର ଏନାଥ ଅଲ୍ଲୀ ନିଜ ନାତୁଣୀ ପାଇଁ ଏକ କାଗଜ ପ୍ୟାକ୍ (frooti) କିଣି ଫ୍ରିଜରେ ରଖିଥିଲେ । ଆଜି ତାଙ୍କ ନାତୁଣୀକୁ ଥଣ୍ଡା ପିଇବାକୁ ଦେଇଥିଲେ । ଝିଅଟି ଥଣ୍ଡା ପିଇବା ବେଳେ ଏକ ପୋକ ପାଇପ୍ ରେ ଆସି ପାଟିରେ ଲାଗିଥିଲା […]

ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲେ ୬.୩ ଫୁଟ୍ ବୋଲର, ଇଣ୍ଡିଜ ପାଇଁ ରଚିଲେ ଇତିହାସ

ନୂଆଦିଲ୍ଲୀ ୦୨/୦୮: ଓ୍ୱେଷ୍ଟ ଇଣ୍ଡିଜ ନିଜ ମାଟିରେ ଭାରତକୁ ଦ୍ୱିତୀୟ ଟି୨୦ରେ ପରାସ୍ତ କରିଛି । କାରବିୟାନ ଟିମ୍ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ସ୍ତରକୁ ଆଣିଛି । ସିରିଜର ଦ୍ୱିତୀୟ ମ୍ୟାଚର ହିରୋ ଥିଲେ ଦ୍ରୁତ ବୋଲର ଓବେଡ୍ ମେକୟ । ୬.୩ ଉଚ୍ଚତାର ଏହି ବୋଲର ବୋଲିଂରେ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସେ ୪ ଓଭର ବୋଲିଂ କରି ୧୭ ରନ୍ ଦେଇ ୬ ଓ୍ୱିକେଟ୍ ନେଇଥିଲେ । […]

ଅପରାଧ ରାଜ୍ୟ

ଛାତ୍ରୀଙ୍କୁ ଯୌନ ନିର୍ଯାତନା ! ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର ୦୨।୦୮ : ଅଧ୍ୟାପକଙ୍କ ନାଁ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଛାତ୍ରୀଙ୍କ ଯୌନ ନିର୍ଯାତନାର ଅଭିଯୋଗ ଆସିଛି । ଘଟଣାର ଛାନ୍‌ଭିନ୍ ଆରମ୍ଭ ହୋଇଛି । ଖବର ଅନୁଯାୟୀ, ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିରେ ଅଧ୍ୟାପକଙ୍କ ନାଁ ରେ ଯୌନ ନିର୍ଯାତନା ଅଭିଯୋଗ । ସେ ମାସ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। କଲେଜର ଯୁକ୍ତ ୩ ବିଜ୍ଞାନ ବିଭାଗ ଛାତ୍ରୀ […]

ଅପରାଧ ରାଜ୍ୟ

ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ଆକ୍ରମଣ କରି ଲୁଟିନେଲେ ନଗଦ ଟଙ୍କା ଓ ସୁନା ଚେନ୍

ଭୁବନେଶ୍ୱର ୦୨।୦୮: ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେ ଲୁଟେରା । ଏଥର ଟାର୍ଗେଟରେ ରାକ୍ଷୀ ଦୋକାନୀ। ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ନଗଦ ୨୫ହଜାର ଟଙ୍କା ଏବଂ ସୁନା ଚେନ। ମରଣାନ୍ତକ ଆକ୍ରମଣ ଯୋଗୁ ସଙ୍କଟାପନ୍ନ ଅବସ୍ଥାରେ ରାଖୀ ବ୍ୟବସାୟୀ। ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ରାଖୀ ଦୋକାନୀ ବିକାଶ କୁମାର ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ୨ଟି […]