ଶଙ୍କର ବାବୁଙ୍କ ଛ’ ସ୍ତ୍ରୀ, ଆହୁରି ଅଛନ୍ତି ବୋଲି କହିଲା ପୋଲିସ
ହାଇଦ୍ରାବାଦ୍ ୦୨।୦୮: ପୋଲିସ କବ୍ଜାରେ ପ୍ରତାରକ ସ୍ୱାମୀ । ଗୋଟିଏ କି ଦୁଇଟା ନୁହେଁ, କି ତିନୋଟି ବି ନୁହେଁ, ଏକାଥରକେ ୬ଟି ବିବାହ କରି ଏବେ ପୋଲିସ ହେପାଜତରେ ଶିବ ଶଙ୍କର ବାବୁ । ଆନ୍ଧ୍ରପ୍ରଦେଶର ମଙ୍ଗଳାଗିରି ଅଞ୍ଚଳରେ ଏହି ଘଟଣା ପୁରା ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଖବର ଅନୁଯାୟୀ, ୩୩ ବର୍ଷୀୟ ଶିବ ଶଙ୍କର ଆଉ କାହାକୁ ବିବାହ କରିଥିବା ନେଇ ଜଣେ ମହିଳାଙ୍କୁ […]