ଅପରାଧ ରାଜ୍ୟ

ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର, ଜଣେ ଯୁବତୀଙ୍କ ସମେତ ୪ ଗିରଫ

ଭୁବନେଶ୍ୱର, ୦୪/୧୦: ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର । ଆଉ ଏହାକୁ ଅପରେଟ୍‌ କରୁଥିଲେ ଝିଅ । ଦେହ ବ୍ୟବସାୟ ପାଇଁ ଜଣେ ଯୁବକଙ୍କ ଠାରୁ ୨୭ ହଜାର ଟଙ୍କାରୁ ଅଧିକ ଠକିଥିଲା ଏହି ଯୁବତୀ । ପୂର୍ବରୁ ୯ରୁ ଅଧିକ ଲୋକଙ୍କୁ ଯୁବତୀ ଠକିଥିବା ଜଣାପଡ଼ିଛି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ ଟଙ୍କା ନିଅନ୍ତି । ହେଲେ ରୁମକୁ ଗଲା ପରେ କୌଣସି ଝିଅ ନଥାନ୍ତି । ଏହି ଘଟଣାରେ […]

ଅପରାଧ ରାଜ୍ୟ

ଯୌତୁକ ଜୁଇରେ ଜଳିଗଲେ ‘ସପ୍ନାଳୟା’, ବିବାହର ଦେଢ ବର୍ଷ ପରେ ମାରିଦେଲେ ଶାଶୂଘରଲୋକ !

ନିଶ୍ଚିତକୋଇଲି ୦୪।୧୦: ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କୁ ଶ୍ଵଶୁର ଘର ଲୋକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ଆସିଛି। ଖବର ଅନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ଓଥକା ଗାଁର ରାମଚନ୍ଦ୍ର ପଣ୍ଡାଙ୍କ ସାନପୁଅ ପ୍ରଦ୍ୟୁମ୍ନ ପଣ୍ଡାଙ୍କୁ ଗତ ୨୦୦୦ ମସିହାରେ ସାଲେପୁର ଥାନା ସପନପୁର ଗାଁର ପରିକ୍ଷିତ ଷଡ଼ଙ୍ଗୀଙ୍କ ଝିଅ ସପ୍ନାଳୟା ପଣ୍ଡା ବୈଦିକ ରୀତିନୀତିରେ ବିବାହ କରିଥିଲେ। ବରପକ୍ଷଙ୍କ ଦାବି […]

ଅପରାଧ ରାଜ୍ୟ

ବେଆଇନ୍‌ ଚାନ୍ଦା ଆଦାୟ ପ୍ରତିବାଦରେ ପ୍ରତିବାଦ, ବସ୍‌ ଚଳାଚଳ ବନ୍ଦ କଲା ଭଦ୍ରକ ବସ୍‌ ସିଣ୍ଡିକେଟ୍‌

ଭୁବନେଶ୍ୱର ୦୪।୧୦: ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିଛି ଭଦ୍ରକ ବସ ସିଣ୍ଡିକେଟ୍ । ଚାନ୍ଦା ଆଦାୟ ସହ ଅସଦବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏମିତି କି ବସରେ ଯାତ୍ରୀ ଚଢ଼ିବା ବେଳେ ମଧ୍ୟ ବାଧା ଦେଉଛନ୍ତି । ଭଦ୍ରକ ବନ୍ତ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବସ ଚଳାଚଳରେ ହସ୍ତକ୍ଷେପ କରୁଛନ୍ତି । ଫଳରେ ଅନ୍ୟ ଷ୍ଟପେଜରେ ବସ୍ ଠିକ ସମୟରେ ପହଞ୍ଚିପାରୁନାହିଁ । ପ୍ରତିବାଦରେ ଭଦ୍ରକ ବସ୍ […]

ଅପରାଧ ରାଜ୍ୟ

ଶ୍ୱଶୁର ଘର ପଛୁ ଜ୍ୱାଇଁର ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ

ପାଟଣା ୦୪।୧୦ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶ୍ୱଶୁର ଘର ପଛପଟୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ଘଟଗାଁ ଥାନା ପାନପୋଷ ଗାଁର ବିନୋଦ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବିନୋଦ ତାଙ୍କ ଶ୍ୱଶୁର ବିରଞ୍ଚି ବେହେରାଙ୍କ ଘର ଗଣ୍ଡବେଡ଼ା ଗାଁରେ ଘର ଜ୍ୱାଇଁ ଭାବେ ରହୁଥିଲେ । ହେଲେ […]

ଦେଶ ବିଦେଶ ମନୋରଞ୍ଜନ

‘ଦ ଲେଡି କିଲର’ରେ ଭୂମି ପେଡ୍‌ନେକର, ଚାଲେଞ୍ଜିଂ ରୋଲ୍‌ରେ ଆସିବେ ନଜର

ମୁମ୍ଵାଇ ୦୪।୧୦: ୨୦୧୫ ମସିହାରେ ‘ଦମ୍‌ ଲଗା କେ ହୈ ସା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଭୂମି ପେଡ୍‌ନେକର । ତା’ ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି । ଦର୍ଶକଙ୍କୁ ଅନେକଗୁଡ଼ିଏ ସୁପରହିଟ୍‌ ଫିଲ୍ମ ଉପହାର ଦେବା ସହ ବି-ଟାଉନ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପାଲଟି ଯାଇଛନ୍ତି । ଆଗକୁ ତାଙ୍କୁ ‘ଦ ଲେଡି କିଲର’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ପ୍ରଥମ ଥର ଲାଗି ଅର୍ଜ୍ଜୁନ […]

ଅପରାଧ ରାଜ୍ୟ

ବଡ଼ଭାଇକୁ ମାରିଦେଲା ସାନଭାଇ, ପାଣି ପାଇଁ ହୋଇଥିଲା ଝଗଡ଼ା

କଳାହାଣ୍ଡି ୦୪।୧୦ : ଭବନୀପାଟଣା ସଦର ଅନ୍ତର୍ଗତ ତିଲଯୋଗି ଗାଁରେ ଅଘଟଣ । ବଡ ଭାଇକୁ ମାରିଦେଲା ସାନଭାଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଖବର ଅନୁଯାୟୀ, ତିଲଯୋଡ଼ି ଗାଁର ବେଦପତି ମାଝୀ ନିଜ ବଡ଼ଭାଇ ପୂର୍ଣ୍ଣ ମାଝୀଙ୍କ ମଧ୍ୟରେ କେନାଲ ପାଣିକୁ ନେଇ ଝଗଡା ଚାଲିଥିଲା । ସୋମବାର ସକାଳେ ବେଦପତି ଓ ପୂର୍ଣ୍ଣଙ୍କ ମଧ୍ୟରେ ପୁଣି ଥରେ ବଚସା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୪।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୫୨୫କୁ ବୃଦ୍ଧି ପାଇଛି । ଏନେଇ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାଷ୍ଟମୀରେ ମହାମିଳନ, ଆଜି ମହାନବମୀ

ପୁରୀ : କୋଭିଡ୍‌ ସଂକ୍ରମଣର ଭୟ ନଥିଲା କିଂବା ବୁଲିବାରେ ପ୍ରତିବନ୍ଧକ ନଥିଲା। ୨ବର୍ଷ ଅନ୍ତରରେ ମା’ ଓ ଭକ୍ତଙ୍କ ମଧ୍ୟରେ ହେଉଥିଲା ମହାମିଳନ। ମା’ ଜଗଜ୍ଜନନୀ ଦୁର୍ଗା ଓ ସନ୍ତାନସନ୍ତତିଙ୍କ ମଧ୍ୟରେ ଏହି ଭାବପୂର୍ଣ୍ଣ ମିଳନର ଦୃଶ୍ୟ ଥିଲା ବେଶ୍‌ ମନୋହର। ଶ୍ରୀକ୍ଷେତ୍ରରେ ୩୫ଟି ପୂଜା ମଣ୍ଡପରେ ଦେବୀ ପୂଜା ପାଉଥିବା ବେଳେ ସବୁଠି ଆଜି ଭକ୍ତଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି। ପୀଠରେ ମହାନବମୀ ପାଳିତ ହେଉଥିବା ବେଳେ ଆଜି ପୂଜା ମଣ୍ଡପରେ ମହାଷ୍ଟମୀ […]

ଦେଶ ବିଦେଶ ମନୋରଞ୍ଜନ

‘Aarya’ ପରେ ଟ୍ରାସ୍‌ଜେଣ୍ଡର ଭୂମିକାରେ ନଜର ଆସିବେ ସୁସ୍ମିତା, ଖୁବ୍‌ ଶୀଘ୍ର ଆରମ୍ଭ କରିବେ ସୁଟିଂ

ମୁମ୍ଵାଇ ୦୪।୧୦: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ । ‘ଆର୍ଯ୍ୟ’ ୱେବ୍ ସିରିଜ୍‌ରେ ସୁସ୍ମିତା ଦର୍ଶକଙ୍କ ପ୍ରିୟ ହୋଇଛନ୍ତି। ଏପର୍ଯ୍ୟନ୍ତ ଏହି ସିରିଜର ଦୁଇଟି ସିଜିନ୍‌ ଆସି ସାରିଛି। ଏବଂ ପ୍ରତ୍ୟେକ ସିଜିନ୍‌ରେ ସୁସ୍ମିତା ଚମତ୍କାର ଅଭିନୟ କରି ସମସ୍ତଙ୍କୁ ମତୁଆଲା କରିଛନ୍ତି। ବର୍ତ୍ତମାନ ସୁସ୍ମିତା ଆଗାମୀ ଦିନରେ ଆଉ ଏକ ୱେବ୍ ସିରିଜ୍ ଆସିବେ। ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ସିରିଜ୍‌ଟି ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଉପରେ ଆଧାରିତ। ଏଥିରେ ସୁସ୍ମିତା OTT […]

ଦେଶ ବିଦେଶ ମନୋରଞ୍ଜନ

ପଙ୍କଜ୍‌ ତ୍ରିପାଠୀଙ୍କୁ ନ୍ୟାସନାଲ ଆଇକନ୍‌ କଲେ ନିର୍ବାଚନ ଆୟୋଗ, ଅଭିନେତା ଦେଲେ ଏହି କାମ

ମୁମ୍ଵାଇ ୦୪।୧୦: ନିର୍ବାଚନ ଆୟୋଗ୍‌ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ଏକ ଜାତୀୟ ତଥା ନ୍ୟାସନାଲ ଆଇକନ୍‌ ଭାବରେ ଘୋଷଣା କରିଛନ୍ତି । ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିନେତା ECI ସହିତ କାମ କରିଥିଲେ। ତେଣୁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି। ‘ମିର୍ଜାପୁର’ର କାଲିନ୍‌ ଭେଇୟା ଏବଂ ‘ସକ୍ରେଡ୍‌ ଗେମ୍‌’, ‘ମିମି’ ଭଳି ଚଳଚ୍ଚିତ୍ରରେ ତାଙ୍କର ଛୋଟ ଭୂମିକା ଏକ […]