ସୈଫ୍ଙ୍କ ରାବଣ ଲୁକ୍କୁ ନେଇ ଉଠିଲା ବିବାଦ, ଆତଙ୍କୀ ଖିଲଜୀଙ୍କ ସହ କଲେ ତୁଳନା
ମୁମ୍ଵାଇ ୦୪।୧୦: ନିକଟରେ ଆଦିପୁରୁଷର ଟିଜର ରିଲିଜ୍ ହୋଇସାରିଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ପ୍ରବାସ୍, କ୍ରିତି ସାନନ୍, ସୈଫ୍ ଅଲ୍ଲି ଖାନ୍, ସନ୍ନି ସିଂ ଅଛନ୍ତି। କିନ୍ତୁ ବର୍ତ୍ତମାନ ଏହାର ଟିଜରକୁ ନେଇ ନିର୍ମାତାଙ୍କୁ ଟ୍ରୋଲ୍ କରାଯାଉଛି। ସୋସିଆଲ୍ ମିଡିଆ ୟୁଜର୍ସମାନେ ଏହାର VFXରେ ଅନେକ ମିମ୍ ସେୟାର କରୁଛନ୍ତି । ଟିଜରର ଆସିବା ମାତ୍ରେ ଏହାର ସମାଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି। ଏବେ ସୈଫ ଅଲି ଖାନଙ୍କ ରାବଣ ରିତ୍ରକୁ ନେଇ ନା ନା […]
