ଅପରାଧ ରାଜ୍ୟ

୭ କିଲୋ ନକଲି ଟାଟା ଚା ଜବତ; ବ୍ୟବସାୟୀ ଅଟକ

ଯାଜପୁର ୧୩/୧୦: ଟାଟା କମ୍ପାନୀ ପକ୍ଷରୁ ଚଢ଼ଉ ବିରଜା ହାଟରୁ ନକଲି ଟାଟା ଚା ଜବତ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିରଜା ହାଟରୁ ନକଲି ଟାଟା-ଚା ଜବତ କରାଯାଇଛି। ଏହି ଘଟଣାର ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ଟାଉନ ପୁଲିସ ପଚରାଉଚୁରା କରୁଛି। ସୂଚନା ଅନୁସାରେ, ଯାଜପୁର ସାପ୍ତାହିକ ବିରଜା ହାଟରେ ଟାଟା କମ୍ପାନୀର ଛାପା ଥିବା ନକଲି ଚା ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ କମ୍ପାନୀର ବରିଷ୍ଠ ଅଧିକାରୀ ଟୋଟୋନ ଚକ୍ରବର୍ତ୍ତିଙ୍କ […]

ଅପରାଧ ରାଜ୍ୟ

ପଟ୍ଟାମୁଣ୍ଡାଇ କେନାଲରେ ୩ ନିଖୋଜ ଘଟଣା: ଜଣଙ୍କର ମୃତଦେହ ଠାବ

କଟକ: କଟକର ଜଗତପୁର ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଠାବ ହୋଇଥିବାର ସୂଚନା ମିଳିଛି। ଉଦ୍ଧାର ଯୁବକଜଣକ ଚାଉଳିଆଗଞ୍ଜ ଥାନା ତଳସାହିର ତ୍ରିଲୋଚନ ମହଲା (୨୦) ବୋଲି ଜଣାଯାଇଛି। ଆଉ ୨ ଜଣଙ୍କ ପତ୍ତା ମିଳିନାହିଁ। ଏବେ ବି ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ପୁଲିସ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି। Video Player 00:00 00:25 ସୂଚନାଯୋଗ୍ୟ, ଗତକାଲି ଚୌଦ୍ୱାର ଲଷ୍ମୀପୂଜା ଭସାଣ ବେଳେ […]

ଅପରାଧ ରାଜ୍ୟ

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦ, ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର ୧୩/୧୦: ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓକିଲ ସଂଘ। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ମରଣାତ୍ମକ ଆକ୍ରମଣ ଓ ପୋଲିସର ନିଷ୍କ୍ରିୟତା ପ୍ରତିହାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଗାଡି ଚଳାଚଳ ବନ୍ଦ ରହିବା ସହ, ସରକାରୀ ବେସରକାରୀ ସ୍କୁଲ କଲେଜ ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବ । ଗତମାସ ୨୮ ତାରିଖ ବୁଧବାର ରାତି ସମୟରେ […]

ଅପରାଧ ରାଜ୍ୟ

ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ, ୧୦ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ୨ ଗୁରୁତର

ସାନଖେମୁଣ୍ଡି ୧୩।୧୦ : ଦୂର୍ଗାପୂଜା ଭସାଣି ବେଳେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ। ୧୦ ଜଣ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ୨ ଜଣ ଯୁବକ ଗୁରୁତର। ଗଞ୍ଜାମ ସାନଖେମୁଣ୍ଡି ପାଟପୁର ଦୁର୍ଗା ପୂଜା ଭସାଣି ବେଳେ ଏହି ଗଣ୍ଡଗୋଳ ହୋଇଥିଲା। ଖବର ଅନୁଯାୟୀ, ଦୁର୍ଗାପୂଜା ଭସାଣୀ ମେଢ଼ ଗାଁ ପରିକ୍ରମା ସମୟରେ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୦ ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ […]

ଅପରାଧ ରାଜ୍ୟ

ବସ୍‌କୁ ପଛପଟୁ ପିଟିଲା କଣ୍ଟେନର, ଏକାଧିକ ଯାତ୍ରୀ ଆହତ

ଜଳେଶ୍ୱର ୧୩।୧୦: ବସ୍‌କୁ ପଛ ପଟୁ ପିଟିଲା କଣ୍ଟେନର । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ବସ୍‌ଟି ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ମୁରାରୋଇ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା । […]

ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ହେଉଥିଲେ ଚାଲାଣ, ୨୧ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି ୧୩।୧୦ : ରାଜ୍ୟ ବାହାରରୁ ଚାଲାଣ ହେଉଥିବା ୨୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ। ବୁଧବାର ବିଳମ୍ବିତ ରାତି ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୨୧ ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକ ମାନେ ବେଲପଡ଼ା ଥାନା ଫୁଲକାନୀ, କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଓ ମୁରିବାହାଲ ଥାନା କୁମ୍ଭାରୀ ଗାଁର ବୋଲି ଜଣାପଡିଛି।

ଅପରାଧ ରାଜ୍ୟ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର ୧୦।୧୦ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବର ସ୍ଥିତ ଅଫିସ, କଟକ ସିଡିଏ ସ୍ଥିତ ତିନି ମହଲା ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ଘର, କଟକ […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍‌କୁ ପୁଣି ଫେରିବେ ଲରେନ୍‌, ନୂଆ ପ୍ରୋଜେକ୍ଟରେ ଆସିବେ ନଜର

ମୁମ୍ବାଇ ୦୯।୧୦: କିଛି ଦିନର ବ୍ରେକ୍‌ ପରେ ବଲିଉଡ୍‌କୁ ଫେରିଛନ୍ତି ଲରେନ୍‌ ଗୋଟଲିବ୍‌ । ବ୍ରେକ୍‌ ସମୟରେ ସେ ନିଜ ଘର ଆମେରିକା ଚାଲିଯାଇଥିଲେ । ଜଣେ ନୃତ୍ୟଶିଳ୍ପୀ ଭାବେ ପରିଚିତ ଲରେନ୍‌ ‘ଏବିସିଡି’ ଫିଲ୍ମ ଜରିଆରେ ବଡ଼ ପରଦାରେ ନଜର ଆସିଥିଲେ । ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ୍‌ ଦିଖ୍‌ଲା ଜା’ରେ ବି ସ୍କ୍ରିନ୍‌ ଶେୟାର କରିଥିଲେ । ନିକଟରେ ସେ ଆମେରିକାରେ ରହି ଅଭିନୟରେ ତାଲିମ ନେଇଛନ୍ତି। ଏବେ ବଲିଉଡ୍‌ରେ ଏକ ନୂଆ ପ୍ରୋଜେକ୍ଟରେ […]

ଦେଶ ବିଦେଶ ମନୋରଞ୍ଜନ

ଏଥର ଭିଡିଓ ଗେମ୍‌ ନୁହେଁ ପରଦାରେ ଦେଖିବେ ସୁପର ମାରିଓ, ରିଲିଜ୍‌ ହେଲା ଫିଲ୍ମର ଟିଜର

ମୁମ୍ଵାଇ ୦୯।୧୦: ଆପଣ ନିଶ୍ଚୟ ପିଲାଦିନରେ ସୁପର ମାରିଓ ଖେଳ ଖେଳିଥିବେ । ଭିଡିଓ ଗେମ୍ ଖେଳୁଥିବା ପିଲାମାନଙ୍କ ମଧ୍ୟରେ ମାରିଓ ଗେମ୍‌ ଥିଲା ପ୍ରଥମ ପସନ୍ଦ । ହେଲେ ସମୟ ଅନୁସାରେ ନୂଆ ଗେମ୍‌ ଆସିଲା ଆଉ ଏବଂ ମାରିଓ ଧିରେ ଧିରେ ତା ସ୍ଥାନରେ ହଜିବାକୁ ବସିଲା ।ବର୍ତ୍ତମାନ ସମୟ ଆସିଛି ତାଙ୍କ ପିଲାଦିନର ସ୍ମୃତି ମାରିଓକୁ ପୁନର୍ବାର ଦେଖିବା ପାଇଁ ଫେରି ଆସିଛି। କିନ୍ତୁ ଏହା ଗେମ୍‌ ଖେଳିବା ପାଇଁ ନୁହେଁ ବରଂ […]

ଖେଳ ଦେଶ ବିଦେଶ

ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ, ‘କର ବା ମର’ ସ୍ଥିତିରେ ଟିମ୍‌ ଇଣ୍ଡିଆ

ରାଞ୍ଚି ୦୯।୧୦ : ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ଲାଗି ଧାୱନ ବାହିନୀ ପାଇଁ ବିଜୟ ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସିରିଜ ବିଜୟ ପାଇଁ ସମସ୍ତ ପ୍ରସ୍ତୁତି କରିଛି । ପ୍ରଥମ ମ୍ୟାଚ୍‌ର ବିଜୟ ପରେ ଦକ୍ଷିଣ ଆଫ୍ରିକାର ମନୋବଳ ଦ୍ୱିଗୁଣା […]