ରେଳଷ୍ଟେସନ କାମରେ ଚୋରା ମୋରମ ଚାଲାଣ ଘଟଣା, ପୁଣି ଆସିଲା ଆଉ ଏକ ବେଆଇନ କାମ
ନୀଳଗିରି ୧୭।୧୦ : ରେଳଷ୍ଟେସନ ନିର୍ମାଣରେ ଚାଲିଥିଲା ବେଆଇନ୍ କାମ୍ । ଶନିବାର ଦିନ ଘଟଣା ସଂପର୍କରେ ଖବର ପାଇବା ପରେ ଆକ୍ସନ ନେଇଛି ରାଜସ୍ୱ ବିଭାଗ । ଚୋରା ଚାଲାଣ କରୁଥିବା ଗାଡିକୁ ଜବତ କରିବା ସହ ୮୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ ହୋଇଛି । ତେବେ ଗୋଟିଏ ଘଟଣା ଥମିବାକୁ ଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳ ଷ୍ଟେସନ […]
