Kantara Box Office: ନର୍ଥ ଆମେରିକାରେ ୧ମିଲିୟନ୍ ଡଲାରର କଲେକସନ୍
ମୁମ୍ଵାଇ ୨୪।୧୦: ଫିଲ୍ମ କାନ୍ତାରା ରିଲିଜ୍ ହେବାର ୨୩ ତମ ଦିନରେ ବକ୍ସ ଅଫିସରେ ରିଷଭ ଶେଟ୍ଟୀଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ଏତେ ଦିନ ରିଲିଜ୍ ପରେ ମଧ୍ୟ ବି କାନ୍ତାରା କେବଳ ଭାରତୀୟ ବକ୍ସ ଅଫିସରେ ନୁହେଁ ବରଂ ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାରର କରୁଛି। କେବଳ ଏତିକି ନୁହେଁ, ଫିଲ୍ମ ବିଦେଶୀ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି। ରିଷଭଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର […]