ଅପରାଧ ରାଜ୍ୟ

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ବଢିଲା ସସପେନ୍ସ

ନିଆଳି ୨୫/୧୦: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶିକ ସ୍ଥିତିକୁ ଦେଖି ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା । ଘଟଣାରେ ଓଲଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ସୂଚନା ଥାଉକି, ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ୨୫ କରୋନା ପଜିଟିଭ: ୨ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଶହେ ତଳେ ରହିଛି। ଗତକାଲି ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା […]

ଅପରାଧ ରାଜ୍ୟ

ବାଣ ଫୁଟାଇବା ବେଳେ ଲାଗିଗଲା ନିଆଁ, ଜଳିଗଲା ୬ ବଖରା ଛପର ଘର

ଆଠଗଡ ୨୫/୧୦: ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ । ଗତ ବିଳମ୍ବିତ ରାତିରେ ନିଆଁ ଲାଗି ୬ ବଖରା ଚାଳ ଛପର ଘର ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣସ ପାଟଣା ଗ୍ରାମରେ ଦୀପାବଳିରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ଛଅ ବଖରା ଘର ପୋଡିଯାଇଛି । ଏହି ସମସ୍ତ ଘର ଚାଳ ଛପର ଘର ହୋଇଥିବାରୁ ଗୋଟିଏ ପରେ ଗୋଟିଏ ଘରକୁ […]

ଅପରାଧ ରାଜ୍ୟ

ବାପାଙ୍କୁ ଛୁରାମାଡ଼ କରି ପୁଅ ଫେରାର: ଡାକ୍ତରଖାନାରେ ପୀଡ଼ିତଙ୍କ ମୃତ୍ୟୁ

ଆସିକା: ପାରିବାରିକ କଳହକୁ ନେଇ ଏକ ପରିବାରରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଆସିକା ଥାନାର ପଢ଼ାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଘରୋଇ ଗଣ୍ତଗୋଳ କାରଣରୁ ନିଜ ବାପାଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଛି ପୁଅ। ପରେ ଡାକ୍ତରଖାନାରେ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୪)ଙ୍କ ମଧ୍ୟରେ […]

ଅପରାଧ ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପୁଅର ଛୁରା ମାଡରେ ବାପା ମୃତ

ସାନଖେମୁଣ୍ଡି ୨୫/୧୦: ସୋମବାର ସବୁଠି ଆଲୋକର ପର୍ବ ଦୀପାବଳି ପାଳନ ହେଉଥିଲା । ଗାଁଠୁ ସହର ସବୁଠି ଧୁମ୍ ଧାମ୍‌ରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢାଳ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ପୁଅର ଛୁରା ମାଡ଼ରେ ବାପାର ମୃତ୍ୟୁ ହୋଇଯାଇଛି । ସୂଚନା ଥାଉକି କୌଣସି କାରଣ ଯୋଗୁଁ ଆସିକା ପଢାଳ ଗାଁ ଅରୁଣ ନାହାକ ବାପା ଦେଵରାଜ ନାହାକକୁ ଛୁରୀ ଆକ୍ରମଣ କରିଥିଲା । ଗୁରୁତର ଆହତ ଅବସ୍ଥାରେ […]

ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାର କରୁଣ ପରିଣତି, ପିକୋଳ ଗାଁରେ ବୋମାମାଡ

ସାଲେପୁର ୨୫/୧୦: ଦୀପାବଳି ରାତିରେ ଅଭାବନୀୟ ଘଟଣା । ସାଲେପୁର ପିକୋଳ ଗାଁରେ ବୋମାମାଡ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଗାଁର ପତିତପାବନ ନାୟକଙ୍କ ଘର ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ତେବେ ଏହି ବୋମାମାଡରେ କାହାର କୌଣସି କ୍ଷୟକ୍ଷତି ହୋଇନି । ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରୁଛି । ବୋମାମାଡ […]

ଅପରାଧ ରାଜ୍ୟ

ପୋଲିସକୁ ମାଓବାଦୀଙ୍କ ଖୋଲା ଚ୍ୟାଲେଞ୍ଜ, ସକାଳେ ମୃତ୍ୟୁଦଣ୍ଡ ଓ ସନ୍ଧ୍ୟାରେ ଜାଳିଦେଲେ ଜେସିବି-ଟ୍ରାକ୍ଟର

ବାଲିଗୁଡା ୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟ ଜଙ୍ଗଲରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହେବା ଦଶ ଦିନ ନପୂରୁଣୁ ମାଓବାଦୀ ମାନେ ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଏବେ ରକ୍ତ ମୁଖା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ବାଲିଗୁଡା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସନ୍ଧ୍ୟାରେ ଜାର୍ଗୀ ନିକଟରେ ଠିକା ସଂସ୍ଥା କରୁଥିବା ରାସ୍ତା କାମକୁ ବିରୋଧ କରିଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି ରଶ୍ମିକା

ମୁମ୍ଵାଇ ୨୪।୧୦: ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ‘ଗୁଡବାୟ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତାଙ୍କ ଭଳି ଭେଟେରାନ୍‌ କଳାକାରଙ୍କ ସହିତ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ ପାଇଛନ୍ତି । ଆଗକୁ ତାଙ୍କୁ ‘ଆନିମଲ୍‌’ ଓ ‘ମିସନ୍‌ ମଜ୍‌ନୁ’ ଭଳି ଫିଲ୍ମରେ ଦେଖିବାକୁ ମିଳିବ । ଏହି ପରିପ୍ରେକ୍ଷୀରେ ନିକଟରେ ଏକ ସାକ୍ଷାତକାରରେ ରଶ୍ମିକା ନିଜର ସ୍ୱପ୍ନର ଭୂମିକା ସଂପର୍କରେ […]

ଦେଶ ବିଦେଶ ମନୋରଞ୍ଜନ

EX ବୟଫ୍ରେଣ୍ଡ ସହ ନଜର ଆସିଲେ ଜାହ୍ନବୀ, ଡେଟିଂକୁ ନେଇ ଚର୍ଚ୍ଚା…

ମୁମ୍ଵାଇ ୨୪।୧୦: ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଜାହ୍ନବୀ ବର୍ତ୍ତମାନ ସମୟରେ ବହୁ ପପୁଲାର ଅଭିନେତ୍ରୀ । ଚଳଚ୍ଚିତ୍ର ସହିତ ସେ ନିଜ ଜିମ୍ ଏବଂ ବିମାନବନ୍ଦର ନିଜ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ଜାହ୍ନବୀ ବହୁତ କମ୍‌ ତାଙ୍କ ଲଭ୍‌ ଲାଇଫ୍‌ ବିଷୟରେ କଥାବାର୍ତ୍ତା କରନ୍ତି। ନିକଟରେ କରଣ ଜୋହର ‘କଫି ୱିଥ୍‌ କରଣ ୭’ରେ ପ୍ରକାଶ କରିଥିଲେ କି ଏକ ସମୟ ଥିଲା ଜାହ୍ନବୀ ଏବଂ ସାରା ଦୁଇ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଭାରତର ବିଜୟରେ ଝୁମିଲେ ସେଲିବ୍ରିଟି, କହିଲେ-ଜଣେ କିଙ୍ଗ..କୋହଲି

ମୁମ୍ଵାଇ ୨୪।୧୦: ଟି -୨୦ ୱାର୍ଲଡ କପ୍‌ ୨୦୨୨ରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। ଭାରତ ପାକିସ୍ତାନକୁ ୪ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି ଏହି ମ୍ୟାଚରେ ଧୁଆଁଧାର ପ୍ରଦର୍ଶନ କରିଥିଲେ। ତାଙ୍କ ସହ ସାଥ୍‌ ଦେଇଥିଲେ ହାର୍ଦ୍ଧିକ। ବିଜୟ ପରେ ବିରାଟଙ୍କ ଆଖିରୁ ଲୁହ ଆସିଯାଇଥିଲା। ଏହାକୁ ଦେଖି ଅନୁଷ୍କା ଶର୍ମା ତାଙ୍କ ପାଇଁ ଏକ ଲମ୍ବା ନୋଟ୍ ସେୟାର କରିଥିଲେ। ଯେଉଁଥିରେ ଅନେକ ସେଲିବ୍ରିଟିମାନେ ତାଙ୍କୁ କମେଣ୍ଟ ବକ୍ସରେ ଅଭିନନ୍ଦନ […]