ଗାଁ ଲୋକଙ୍କ ହାତରେ ଧରା ପଡିଲା ଡକାୟତ, ନିର୍ଧୁମ ଛେଚା ଖାଇଲା
ସୋର: ଗ୍ରାମବାସୀଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ୪୦ରୁ ଉର୍ଦ୍ଧ୍ଵ ମାମଲାରେ ସଂପୃକ୍ତ ଡକାୟତ। ଏଥିସହ ବଡ ଧରଣ ଡକାୟତ ଯୋଜନା ପଣ୍ଡ ହୋଇଛି। ଘଟଣାରେ ଦୁଇ ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପୋଲିସ ଡକାୟତ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି। ଗତକାଲି ବିଳମ୍ବିତ ରାତିରେ ସୋର ଥାନା ସବିରା ପଂଚାୟତ ଦଣ୍ଡପଳସl ଗ୍ରାମ ଜଙ୍ଗଲରେ ତିନି ସନ୍ଦିଗ୍ଧ ତିନି ବାଇକ୍ରେ ଆସିଥିଲେ। ତେବେ ଗାଁ ଲୋକେ ଜାଣିପାରି […]