ଅପରାଧ ରାଜ୍ୟ

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଜନତା ଦଣ୍ଡ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ହତ୍ୟା, ବୋମା ମାଡ଼, ଡକାୟତି, ଲୁଟ୍‌ ଭଳି ଆତଙ୍କ ରଚୁଥିବା ‌ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦାନ୍ତ ଅପରାଧୀ ଜନତାଙ୍କ ହାତରେ ଜୀବନ ଦେଉଥିବା ଦେଖାଯାଇଛି। ଯେଉଁ କୁଖ୍ୟାତ ଅପରାଧୀମାନଙ୍କ ଭୟରେ ଜନତା ଦିନେ ଥରହର ହେଉଥିଲେ, ଶେଷରେ ସାହସ ସଞ୍ଚୟ କରି ସବୁଦିନ ପାଇଁ ସେହି ଜନତା ହିଁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାସ୍ତାରୁ ହଟାଇ ଦେଉଥିବା ଦେଖାଯାଉଛି। କେଉଁଠି ଜନତା ତ କେଉଁଠି ସଂପୃକ୍ତ ଅପରାଧୀଙ୍କ ସହଯୋଗୀ ହିଁ ମିଳିମିଶି ସେମାନଙ୍କୁ […]

ଅପରାଧ ରାଜ୍ୟ

ବାରିପଦା: ପୋଲ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଉଳି ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନାନୁସାରେ ଆଜି ସକାଳୁ ବାରିପଦା-ଦେଉଳି ରାସ୍ତାର କ୍ଷେତ୍ରପାଟଣା ପାଖ ମୋଡ଼ ତଳେ ମୋଟରସାଇକେଲ ସହ ଜଣେ ଯୁବକ ପଡିଥିବାର ଦେଖିବାକୁ ମିଳିଥିଲା। ଯୁବକ ଜଣକ ମୁହଁମାଡି ତଳେ ପଡିଥିବା ବେଳେ ତାଙ୍କ ନିକଟରେ ବାଇକ୍‌ଟି ପଡିଥିବାର ଦେଖିବାକୁ ମିଳିଛି। ଯୁବକ ଜଣକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା […]

ଅପରାଧ ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଶିକାରୀ, ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଜବତ

ବାରିପଦା ୨୭/୧୦: ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କଠାରୁ ୪ଟି ରଙ୍ଗର ବାରୁଦ ଏବଂ ୧୨୯୯ ଟି ଦେଶୀ ଗୁଳି ସହ ବନ୍ଧୁକ ଜବତ କରାଯାଇଛି । ବାଇଗ ସହ ଅନ୍ୟ ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ସମୟରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବାଟବଣା ‘ଅନ୍ବେଷା’ ଯୋଜନା: ପିଲାଙ୍କ ପଢ଼ା ଖର୍ଚ୍ଚ ୪.୧୯ କୋଟି, ମାର୍କ ରଖୁଛନ୍ତି ୧୨ରୁ ୨୦ ପ୍ରତିଶତ

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସଂପୂର୍ଣ୍ଣ ବିଫଳ ହୋଇଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜି ସ୍କୁଲରେ ପଢ଼ାଇବାର ଯୋଜନା ‘ଅନ୍ବେଷା’। ଏହି ଯୋଜନାରେ ୪ର୍ଥରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଜିଲ୍ଲାର ମୋଟ୍‌ ୨୨୬୪ ପିଲା ୧୭ଟି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ହିସାବ ଦିଆ ଯାଉଛି। ଯାତାୟତ, ରହିବା ଓ ଖାଇବାକୁ ଛାଡି, ପାଠପାଇଁ ଜଣେ ପିଲା ପାଇଁ ବାର୍ଷିକ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏପରି ଭାବେ ପାଠପଢ଼ା ବାବଦରେ ବର୍ଷକୁ ସରକାରୀ […]

ଅପରାଧ ରାଜ୍ୟ

ଆସିପାରିଲାନି ଆମ୍ୱୁଲାନ୍ସ, ଦୋକାନ ବାରଣ୍ଡାରେ ପ୍ରସବ କଲେ ମହିଳା

ସମ୍ୱଲପୁର ୨୭/୧୦: ଆସିଲାନି ଆମ୍ବୁଲାନ୍ସ ଦୋକାନ ବାରଣ୍ଡାରେ ପ୍ରସବ କଲେ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ସମ୍ବଲପୁର ସହର ଅଇଁଠାପାଲି ଅଂଚଳରେ । ସୂଚନା ଅନୁସାରେ ମହିଳା ରାଉରକେଲାର ସରସ୍ୱତୀ ନାୟକ ଓ ସ୍ୱାମୀ ରବି ନାୟକ ପ୍ଲାଷ୍ଟିକ ଗୋଟାଇ ତାକୁ ବିକ୍ରି କରି ଚଳିଥାନ୍ତି । ସମ୍ବଲପୁରରେ ଗତ କିଛି ବର୍ଷ ହେଲା ରହିଆସୁଥିବା ବେଳେ ତାଙ୍କର ୩ଟି ଛୋଟ ଛୋଟ ଛୁଆ ଅଛନ୍ତି । ଘର ନଥିବାରୁ ଦୋକାନ ବାରଣ୍ଡାରେ ରହିଆସୁଛନ୍ତି ପରିବାର […]

ଅପରାଧ ରାଜ୍ୟ

ବାଇକ୍ ଓ ପିକ୍‌ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ସାଲେପୁର ୨୭/୧୦: ବୁଧବାର ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା କାଜିବଜାର ନିକଟରେ ବାଇକ୍ ଓ ପିକ୍‌ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ସତ୍ୟଭାମାପୁର ଗ୍ରାମର ୫୯ ବର୍ଷୀୟ ଅନୁପ ସାମଲ ଓ ତାଙ୍କ ୪୦ ବର୍ଷୀୟ ଝିଅ ଅଞ୍ଜଳି ସ୍ୱାଇଁ ଉଭୟ ବାଇକ୍ ରେ ରାତ୍ରି ପ୍ରାୟ ତିନିଟା ସମୟରେ ରେଲୱେ ଷ୍ଟେସନ ଯାଉଥିଲେ । […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫୦ ତଳେ, ୫ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଶହେ ତଳେ ରହିଛି। ଗତକାଲି ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା […]

ଅପରାଧ ରାଜ୍ୟ

ଗୁଣିଆ ସନ୍ଦେହରେ ମରଣାନ୍ତକ ଆକ୍ରମଣ: ଦୁଇ ଆହତ, ପୋଲିସ ମାରୁଛି ପଇଁନ୍ତରା

ସାନଖେମୁଣ୍ଡି ୨୭/୧୦: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଦୁଇ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତ ଲାଗି ରହିଛି । ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ପୋଲସରା ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ଧରି ଅଚାନକ ରାତି ଅଧରେ ଗାଁରେ ଚଢାଉ କରିବା ସହ ୯ ଜଣକୁ ଅଟକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୫/୧୦: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫୯୨୦କୁ ବୃଦ୍ଧି ପାଇଛି । […]

ଅପରାଧ ରାଜ୍ୟ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର ୨୫/୧୦: ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁର ଠାରେ ଘଟିଛି ଘଟଣା । ମୃତକ ହେଲେ ସୁଶ୍ରୀ ସଙ୍ଗୀତା । ସୁଶ୍ରୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ ନିଆଳି ଅଂଚଳର ସୁଶ୍ରୀ ସଙ୍ଗୀତା । ସ୍ୱାମୀଙ୍କ ସହ ଭୁବନେଶ୍ବର କଳିଙ୍ଗ ନଗର ଅଞ୍ଚଳରେ […]