ପ୍ରତିଶୋଧ ନେଲା ରୁଷ୍: ରକେଟ୍ ଆକ୍ରମଣରେ ୬ ଶହ ୟୁକ୍ରେନୀୟ ସୈନିକ ନିହତ
ମସ୍କୋ: ଦୁଇ ଦିନର ଯୁଦ୍ଧବିରତି ପରେ ରୁଷ୍ ଆଜି ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ପୂର୍ବ ୟୁକ୍ରେନ୍ରେ କ୍ରାମାଟୋର୍ସୋରେ ଅବସ୍ଥିତ ୟୁକ୍ରେନ ସେନାର ଏକ ଅସ୍ଥାୟୀ ଶିବିରକୁ ରକେଟ୍ ମାଡ଼ରେ ରୁଷ୍ ଛାରଖାର କରିଦେଇଛି ଏବଂ ଏଥିରେ ଦୁଇଟି ବିଶାଳ କୋଠା ଭୁଶୁଡ଼ି ପଡ଼ିବାରୁ ୬ ଶହରୁ ଅଧିକ ୟୁକ୍ରେନ୍ ସୈନିକ ନିହତ ହୋଇଛନ୍ତି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ୟୁକ୍ରେନ୍ର ଏକ ସଠିକ୍ ଟାର୍ଗେଟ୍କୁ ଧ୍ବଂସ କରାଯିବାରୁ ୬ […]









