ସବୁ ୱିଣ୍ଡୋ ପିସିରେ କାମ ଦେବନି ଗୁଗୁଲ୍ କ୍ରୋମ୍
ନୂଆଦିଲ୍ଲୀ : ସବୁ ୱିଣ୍ଡୋ ପିସିରେ ଗୁଗୁଲ୍ କ୍ରୋମ ଆସନ୍ତା ସପ୍ତାହରୁ କାମ ଦେବନି। ବିଶେଷକରି ୱିଣ୍ଡୋଜ୍ ୭, ୱିଣ୍ଡୋଜ୍ ୮/୮.୧ରେ ଏହା କାମ ଦେବନାହିଁ। ଏଗୁଡ଼ିକରେ କ୍ରୋମ ୧୦୯ ଚାଲୁଛି। ଆସନ୍ତାମାସ ୭ ତାରିଖରେ ଗୁଗୁଲ୍ କ୍ରୋମ ୧୧୦ ଆରମ୍ଭ କରିବ। ତେବେ ନୂଆ ଅପଡେଟ୍ କ୍ରୋମ ୧୧୦ କେବଳ ୱିଣ୍ଡୋଜ୍ ୧୦ ଏବଂ ତା ପରବର୍ତ୍ତୀ ୱିଣ୍ଡୋଜ୍ରେ ଉପଲବ୍ଧ ହେବ। କ୍ରୋମର ପୁରୁଣା ଭର୍ସନ ଯେଉଁସବୁ ଡିଭାଇସରେ ରହିଛି ତାହା କାର୍ଯ୍ୟ କରିଲେ ବି […]









