କେରଳର ବିଡ଼ି ଶ୍ରମିକ ଏବେ ଆମେରିକାର ବିଚାରପତି
ତିରୁଅନନ୍ତପୁରମ : ଭାଗ୍ୟରେ ଯାହା ଲେଖା ଥିବ ତାହା ନିଶ୍ଚିତ ଘଟିବ। କେରଳର ସୁରେନ୍ଦ୍ରନ କେ ପଟେଲଙ୍କ ଜୀବନ କାହାଣୀ ଏହାର ଜ୍ବଳନ୍ତ ଉଦାହରଣ। ଘରର ଆର୍ଥିକ ଅନଟନ ପାଇଁ ଅଧାରୁ ପାଠ ଛାଡ଼ି ବିଡ଼ି ଶ୍ରମିକ ଭାବେ କାର୍ଯ୍ୟ କରିଥିବା ସୁରେନ୍ଦ୍ରନ ଏବେ ଆମେରିକାର ଟେକ୍ସାସରେ ଜିଲ୍ଲା ଜଜ୍ ଭାବେ ନିଯୁକ୍ତ ହୋଇଛନ୍ତି। କେରଳର କସରଗଡ଼ର ବାସିନ୍ଦା ୫୧ ବର୍ଷୀୟ ପଟେଲ କହିଛନ୍ତି ଯେ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୧୦ ଶ୍ରେଣୀ ପରେ […]









