ଚାଉଳ ରପ୍ତାନି ଉପରୁ କଟକଣା ହଟିବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ଦେଶରେ ଚାଉଳ ଦାମ୍ ନିୟନ୍ତ୍ରଣ ମଧ୍ୟକୁ ଆସିଥିବାରୁ ଏହାର ରପ୍ତାନି ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଗତବର୍ଷ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଦେଇଥିଲା। ବିଶେଷ […]









