ନିପନ ଷ୍ଟିଲ୍ କାରଖାନା ବୁଲିଲେ ମୁଖ୍ୟମନ୍ତ୍ରୀ, ସମୁଦ୍ର ପୋତାଯାଇ ତିଆରି ହୋଇଛି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନିପନ ଷ୍ଟିଲ୍ କର୍ପୋରେସନର କିମିସୁ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି। ସମୁଦ୍ରରେ ସ୍ଥଳଭାଗର ବିକାଶ କରି କିମିସୁ ଇସ୍ପାତ କାରଖାନା ନିର୍ମାଣ ହୋଇଛି। ଏଥିସହିତ ଉକ୍ତ କାରଖାନାରେ […]









