କେନ୍ଦୁଝର ଆସୁଥିଲା ଅଣ୍ଡା ବୋଝେଇ ଟ୍ରକ, ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ
ଦେବଗଡ଼ ୦୬।୦୮ : ଦେବଗଡ଼ ଏସ୍ପି ଅଫିସ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଣ୍ଡା ବୋଝେଇ ଟ୍ରକ ଏହି ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ଉଦ୍ଧାର ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ ଟ୍ରକ ଅଣ୍ଡା ନେଇ କେନ୍ଦୁଝର ଅଭିମୁଖେ ଆସୁଥିଲେ । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଦେବଗଡ଼ ଏସ୍ପି ଅଫିସ ନିକଟରେ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଛି । ତେବେ ଏକ ବାର […]