ବିଭିନ୍ନ ଉନ୍ନତିମୂଳକ କାମରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ
ନିଶ୍ଚିନ୍ତକୋଇଲି ୫।୮: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଓ ତିଳକଣା ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାମରେ ଦୁର୍ନୀତିର ଅଭିଯୋଗ । କଟକ ଜିଲ୍ଲା ଭିଜିଲାନ୍ସର ଦୁଇ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଦୁଇଟି ପଂଚାୟତରେ ବର୍ଷକ ମଧ୍ୟରେ ସରକାରୀ ଯୋଜନାରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ନକରାଯାଇ ବିଲ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ କିଛି ସ୍ଥାନୀୟ ବାସିନ୍ଦା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲା। ଏହାକୁ ଭିତ୍ତିକରି ଭିଜିଲାନ୍ସ ବିଭାଗର […]