କଟକରେ ପ୍ରଥମ ହନିଟ୍ରାପ୍: ଠକିଦେଲା ସ୍କଟ୍ଲ୍ୟାଣ୍ଡ୍ର ବର, ପୋଛିନେଲା ୮ ଲକ୍ଷ
କଟକ : ସ୍କଟ୍ଲ୍ୟାଣ୍ଡରେ ଘର ଏବଂ ଲଣ୍ଡନରେ ଜାହାଜରେ ଇଞ୍ଜିନିୟର ଥିବା ବର ହନିଟ୍ରାପରେ କଟକର ଜଣେ ଯୁବତୀଙ୍କୁ ଫସାଇ ଦେଇଛି। ନାଇଜେରିଆନ୍ ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ନିଜକୁ ଏଭଳି ଜାହାଜ ଇଞ୍ଜିନିୟରର ଜାଲ୍ ପରିଚୟ ଦେଇ ବିଡ଼ାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛି। କଟକରେ ହନିଟ୍ରାପରେ ଜଣେ ଯୁବତୀ ଫସିବା ଘଟଣା ପ୍ରଥମ ବୋଲି କୁହାଯାଉଛି। ସାଇବର୍ ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜୁ […]