କୌନ ବନେଗା କରୋଡ଼ପତି ହଟ୍ ସିଟ୍ରେ ଆଉ ଜଣେ ଓଡ଼ିଆ
ଭଦ୍ରକ ୧୫/୦୯: କୌନ ବନେଗା କୋରଡ଼ପତି ହଟ ସିଟ୍ରେ ଭଦ୍ରକ ସହକାରୀ ଡାକ ଅଧିକ୍ଷକ । ସୋନି ଟିଭି ଚ୍ୟାନେଲରେ ପ୍ରସାରିତ କୌନ ବନେଗା କୋରଡ଼ପତିରେ ଅଂଶଗ୍ରହଣ କରି ନିଜେ ଗର୍ବ ଅନୁଭବ କରିଛନ୍ତି । ଭଦ୍ରକ ପୋଷ୍ଟାଲ ଡିଭିଜନର ସହ ପରିଚାଳକ ଜ୍ୟୋତିର୍ମୟ ମଲ୍ଲିକ । ଗତକାଲି ପ୍ରସାରିତ ଏପିସୋଡ଼ରେ ପ୍ରଶ୍ନର ଉତ୍ତର ଦେଇ ୮୦ହଜାର ଟଙ୍କା ର ପୁରସ୍କାର ରାଶି ଜିତିଥିବା ଜଣାପଡ଼ିଛି । ଆଜି ପୁଣି ଆଗାମୀ ରାଉଣ୍ଡକୁ ଯିବା ପାଇଁ ପ୍ରଶ୍ନର […]