ଅଲଗା ହେବେନି ଧନୁଷ-ଐଶ୍ଵର୍ଯ୍ୟା ! ପରିବାର କଥା ମାନି ନେଲେ ଏହି ନିଷ୍ପତ୍ତି
ମୁମ୍ଵାଇ ୦୪।୧୦: ସାଉଥ୍ ସୁପରଷ୍ଟାର ଧନୁଷ । ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଲାଇମଲାଇଟକୁ ଆସିଛନ୍ତି । କିଛି ସମୟ ପୂର୍ବରୁ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଲୋକଙ୍କୁ ସେମାନଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅଲଗା ହେବାର ଖବର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଖବର ଆସୁଛି ଯେ ଧନୁଷ ଏବଂ ଐଶ୍ଵର୍ଯ୍ୟା ସେମାନଙ୍କ ସମ୍ପର୍କକୁ […]