ମହାଷ୍ଟମୀରେ ମହାମିଳନ, ଆଜି ମହାନବମୀ
ପୁରୀ : କୋଭିଡ୍ ସଂକ୍ରମଣର ଭୟ ନଥିଲା କିଂବା ବୁଲିବାରେ ପ୍ରତିବନ୍ଧକ ନଥିଲା। ୨ବର୍ଷ ଅନ୍ତରରେ ମା’ ଓ ଭକ୍ତଙ୍କ ମଧ୍ୟରେ ହେଉଥିଲା ମହାମିଳନ। ମା’ ଜଗଜ୍ଜନନୀ ଦୁର୍ଗା ଓ ସନ୍ତାନସନ୍ତତିଙ୍କ ମଧ୍ୟରେ ଏହି ଭାବପୂର୍ଣ୍ଣ ମିଳନର ଦୃଶ୍ୟ ଥିଲା ବେଶ୍ ମନୋହର। ଶ୍ରୀକ୍ଷେତ୍ରରେ ୩୫ଟି ପୂଜା ମଣ୍ଡପରେ ଦେବୀ ପୂଜା ପାଉଥିବା ବେଳେ ସବୁଠି ଆଜି ଭକ୍ତଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି। ପୀଠରେ ମହାନବମୀ ପାଳିତ ହେଉଥିବା ବେଳେ ଆଜି ପୂଜା ମଣ୍ଡପରେ ମହାଷ୍ଟମୀ […]
