ବଲିଉଡ୍କୁ ପୁଣି ଫେରିବେ ଲରେନ୍, ନୂଆ ପ୍ରୋଜେକ୍ଟରେ ଆସିବେ ନଜର
ମୁମ୍ବାଇ ୦୯।୧୦: କିଛି ଦିନର ବ୍ରେକ୍ ପରେ ବଲିଉଡ୍କୁ ଫେରିଛନ୍ତି ଲରେନ୍ ଗୋଟଲିବ୍ । ବ୍ରେକ୍ ସମୟରେ ସେ ନିଜ ଘର ଆମେରିକା ଚାଲିଯାଇଥିଲେ । ଜଣେ ନୃତ୍ୟଶିଳ୍ପୀ ଭାବେ ପରିଚିତ ଲରେନ୍ ‘ଏବିସିଡି’ ଫିଲ୍ମ ଜରିଆରେ ବଡ଼ ପରଦାରେ ନଜର ଆସିଥିଲେ । ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା’ରେ ବି ସ୍କ୍ରିନ୍ ଶେୟାର କରିଥିଲେ । ନିକଟରେ ସେ ଆମେରିକାରେ ରହି ଅଭିନୟରେ ତାଲିମ ନେଇଛନ୍ତି। ଏବେ ବଲିଉଡ୍ରେ ଏକ ନୂଆ ପ୍ରୋଜେକ୍ଟରେ […]
