ଲୋକାଲ ଟ୍ରେନରେ ସିଟ୍କୁ ନେଇ ହଙ୍ଗାମା, ମହିଳା ଯାତ୍ରୀଙ୍କ ମଧ୍ୟରେ ମାଡ ମରାମରି ସହ ଭଙ୍ଗାରୁଜା
ମୁମ୍ୱାଇ ୭/୧୦: ଲୋକାଲ ଟ୍ରେନରେ ହାତାହାତି ହେଲେ ମହିଳା । ସିଟ୍କୁ ଦେଖିବାକୁ ମିଳିଥିଲା ବିବାଦ । ପରିସ୍ଥିତି ଏମିତି ହୋଇଥିଲା ଯେ, ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ମହିଳାମାନେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ହେଉଛି ଥାଣେ-ପାନଭେଲ ଲୋକାଲ ଟ୍ରେନର । ବାସି ସରକାରୀ ରେଳ ପୋଲିସ (GRP) ର ପୋଲିସ୍ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଥିବା ଏକ ସିଟ୍ ରେ […]