ଜବତ ଟ୍ରାକ୍ଟର ମୁକୁଳାଇବାକୁ ଲାଞ୍ଚ ନେଲେ ୨୦ ହଜାର, ଟଙ୍କା ନେବା ପରେ ଧରାଛୁଆଁ ଦେଉନାହାନ୍ତି ଫରେଷ୍ଟ ଗାର୍ଡ
ଉମରକୋଟ ୧୮।୧୦ : ଜବତ ଟ୍ରାକ୍ଟର ମୁକୁଳାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ। ଅଫିସର ଜବତ କରିଛନ୍ତି ଟ୍ରାକ୍ଟର, କିନ୍ତୁ ତାକୁ ମୁକୁଳେଇବା ପାଇଁ ଲାଞ୍ଚ ମାଗୁଛନ୍ତି ତଳିଆ କର୍ମଚାରୀ। ଶେଷରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ମଧ୍ୟ ଛାଡ଼ିଲେନି ଟ୍ରାକ୍ଟର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରୁ ଆସିଛି ଏପରି ଅଭିଯୋଗ । ଖବର ଅନୁଯାୟୀ, ଗତ ଜୁଲାଇ ୨୧ ତାରିଖ ଦିନ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ଚାଷ କାମ […]