ତିଗିରିଆ ପୋଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ବେଆଇନ ବାଣ ଜବତ
ଆଠଗଡ଼୧୮/୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ସେଥିପାଇଁ ବେଆଇନ ବାଣ ଚାଲାଣ ରୋକିବାକୁ ପୋଲିସର ଜୋରଦାର ପ୍ରସ୍ତୁତି । କଟକ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ଗୋଟିଏ ଟାଟା ଏସି ଓ ଗୋଟିଏ ଅଟୋରୁ ବେଆଇନ ବାଣ ଜବତ ହୋଇଛି। ଏହା ସହ ୨ ଡ୍ରାଇଭର୍ଙ୍କୁ ଗିରଫ କରିଛି ପୋଲିସ। ପୋଲିସ ସତ୍ରରୁ ପ୍ରକାଶ ଯେ, ସୋମବାର ବିଳମ୍ୱିତ ରାତିରେ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ବିଭିନ୍ନ ଗାଡ଼ିକୁ […]
