ଚିଆଁବେଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଯାତ୍ରିବାହୀ ବସ୍ ଓଲଟି ୮ ଆହତ
କରଞ୍ଜିଆ ୧୭/୧୧: ଘରୋଇ ଯାତ୍ରୀବାହୀବସ ଦୁର୍ଘଟଣା ୮ ଆହତ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମହୁଲଡିହା ଥାନା ଅନ୍ତର୍ଗତ ୫୩ନମ୍ବର ରାଜ୍ୟ ରାଜପଥର ଚିଆଁବେଡା ନିକଟରେ । ଗୁରୁବାର ଭୋର ସମୟରେ ସାଗର ଏଣ୍ଡ ସାଗର ନାମକ ଘରୋଇ ଯାତ୍ରିବାହୀ ବସ୍ଟି ଭୁବନେଶ୍ୱରରୁ ଝାଡଖଣ୍ଡ କୁମାର ଡୁଙ୍ଗିକୁ ଯାଉଥିଲା । ୩୦ ଜଣ ଯାତ୍ରୀକୁ ନେଇ ଯାଉଥିବା ବେଳେ ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ […]









