ଉପକୂଳ ରାଜପଥ ବିବାଦ: ରାଜ୍ୟପାଳଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି
ଭୁବନେଶ୍ବର : ବୁଧବାର ଦିନ ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି (ବାଲିକୁଦା)ର ସଦସ୍ୟମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କ ସହ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି, କିପରି ଉପକୂଳ ରାଜପଥକୁ ଚଞ୍ଚକତା କରାଯାଇ ୨୫ କିମି ଦୂରରେ ନିଆଯାଉଛି ସେସବୁ ଘଟଣାକୁ ବିଶଦ୍ ଭାବେ ବୁଝାଇଛନ୍ତି। ଦୀର୍ଘ ସମୟର ଆଲୋଚନା ପରେ ରାଜ୍ୟପାଳ କମିଟିର ଦାବିକୁ ହୃଦୟଙ୍ଗମ କରିବା ସହ ସକାରାତ୍ମକ ମତ ପୋଷଣ କରିଥିବା ସଦସ୍ୟମାନେ […]









